Month: July 2026

Balianta Lynching Case: ବାଲିଅନ୍ତା ହତ୍ୟା ମାମଲା; ଆସିଲା ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ବହୁ ଚର୍ଚ୍ଚିତ ବାଲିଅନ୍ତା ଭିଡ଼ହତ୍ୟା ମାମଲାରେ ଆସିଲା ସୌମ୍ୟରଞ୍ଜନ ସ୍ବାଇଁଙ୍କ ସାଙ୍ଗ ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏହି ଘଟଣାରେ ୫/୬ ଅଭିଯୁକ୍ତ ଏବେ ବି ଫେରାର ରହିଥିବା…

Baragada Doctor Attacked At Hospital: ବରଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ; ଯୁବକ ଅଟକ

ବରଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ । ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତ…

Monsoon Session Of Parliament: ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ୧୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭରୁ ଲୋକସଭାରେ ହଟ୍ଟଗୋଳ ଦେଖାଦେଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ…

Hera Panchami Ritual: ଆଜି ହେଉଛି ହେରା ପଞ୍ଚମୀ; ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା ଲକ୍ଷ୍ମୀ

ଆଜି ହେଉଛି ହେରା ପଞ୍ଚମୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି । ନବଦିନାତ୍ମକ ଘୋଷଯାତ୍ରାରେ ଯାଇ ମାଉସୀ ମା ଘରେ ଅଛନ୍ତି ତିନି ଠାକୁର । କିନ୍ତୁ ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ…

Capital Police Sealed Media Office: ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଅଫିସ

ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ମିଛ କହିବା ପଡ଼ିଲା ମହଙ୍ଗା। ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ଫୋକସ ପ୍ଲସର ଅଫିସ । ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟକୁ ସିଲ୍ କଲା କ୍ୟାପିଟାଲ ଥାନା ପୋଲିସ । ଗଣମାଧ୍ୟମ ସାମ୍ନାରେ ସ୍କୁଲ ଏବଂ ଗଣଶିକ୍ଷା…

FIFA World Cup 2026: ଫିଫା ବିଶ୍ବକପ୍‌ ଫାଇନାଲ: ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ ହେଲା ବିଶ୍ୱ ବିଜେତା

୨୦୨୬ ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ ବିଶ୍ୱ ବିଜେତା ହୋଇଛି । ଆମେରିକାର ନ୍ୟୁ ଜର୍ସିଠାରେ ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ ଉଭୟ ଦଳ ଦୀର୍ଘ ସମୟ ଧରି କଡ଼ା ଟକ୍କର ଦେଇଥିଲେ ।୧୨୦ ମିନିଟ୍‌ର ଜୋର୍‌ଦାର…

No BJP Joining: ବିଜେପିରେ ଯୋଗ ଦେବା ଚର୍ଚ୍ଚାକୁ ଖଣ୍ଡନ କଲେ ବିକ୍ରମ ଆରୁଖ

ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ବିକ୍ରମ । ସେ କହିଛନ୍ତି ନବୀନ ପଟ୍ଟନାୟକ ମୋ ପ୍ରିୟ ନେତା ଥିଲେ ଆଉ ଅଛନ୍ତି । ମୁଁ ବିଜେଡିରେ ଥିଲି,…

CBI Conducts Raids in Odisha: ୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା; ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ଉପରେ ସିବିଆଇ ରେଡ

ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ସହିତ ଜଡିତ ୧୧୦୯ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଆଜି ୪ଟି ରାଜ୍ୟରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ଉତ୍ତରାଖଣ୍ଡରେ ରେଡ୍…