ଭୁବନେଶ୍ୱର ବରମୁଣ୍ଡା ବସ୍ ଟର୍ମିନାଲ ନିକଟରେ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ପୋଲିସକୁ ମିଳିଲା ସାଙ୍ଘାତିକ ତଥ୍ୟ । ପୋଲିସର ଛାନଭିନ ପରେ ଏହା ହିଟ୍ ଆଣ୍ଡ ରନ୍ ବୋଲି ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣା ଘଟାଇବା ପରେ ମୃତଦେହକୁ ପ୍ରାୟ ଦୁଇ କିଲୋମିଟର ଟାଣି ନେଇଛି କିଲର୍ ଗାଡି। ପାତ୍ରପଡ଼ା ଫୁଟ ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ବରମୁଣ୍ଡା ପର୍ଯ୍ୟନ୍ତ ମୃତଦେହକୁ ଟାଣି ନେଇଥିଲା କିଲର ଗାଡି। Post navigation All Schools To Remain Shut in Jagatsinghpur: ଜଗତସିଂହପୁରରେ ଆସନ୍ତା କାଲି ସମସ୍ତ ସ୍କୁଲ ଛୁଟି