Month: May 2026

Rayagada Asst Engineer in Vigilance Net: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ…

Ebola Scare in India: ଇବୋଲା ଭାଇରସ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଲର୍ଟ ଜାରି

ଇବୋଲା ଭାଇରସକୁ ନଜରରେ ରଖି କେନ୍ଦ୍ରସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI) ଆଜି ଇବୋଲା ଭାଇରସ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛି, ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ସେହି…

BJD’s Poster Controversial Politics: ପୋଷ୍ଟର ୱାର୍: ରୋଚକ ବିଜଦ ରାଜନୀତି; ପାଣ୍ଡିଆନ ନା ଅରୁଣ ?

କିଛିଦିନ ହେଲା ସାମାଜିକ ଗଣମାଧ୍ଯମରେ ଏବଂ ବାହାରେ ଭୈରବ କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନେଇ ଏକ ସାନି ଅଭିଯାନ ଆରମ୍ଭ ହୋଇଛି। ବିଜୁ ଜନତା ଦଳ ଏହି ଅଭିଯାନର ନେତୃତ୍ବ ନେଉଛି। ପୁନଃ ପାଣ୍ଡିଆନଙ୍କୁ ରାଜନୀତିରେ ପ୍ରବେଶ କରାଇବା ଏହି ଅଭିଯାନର ମୂଳ…

Bande Mataram Mandatory in West Bengal: ପଶ୍ଚିମବଙ୍ଗ ମଦ୍ରାସାରେ ବନ୍ଦେ ମାତରମ୍‌ ବାଧ୍ୟତାମୂଳକ

ମଦ୍ରାସାରେ ବନ୍ଦେ ମାତରମ୍‌ ବାଧ୍ୟତାମୂଳକ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରେ ସକାଳ ସଭା ସମୟରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରିଛନ୍ତି।

Congress to Join Tamil Nadu Cabinet: ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟକୁ ଫେରିଲା କଂଗ୍ରେସ

ତାମିଲନାଡୁ କ୍ୟାବିନେଟକୁ ଫେରିଲା କଂଗ୍ରେସ । ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଲା କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କଲେ ମୁଖ୍ୟମନ୍ତ୍ରୀ ବିଜୟ । ଶପଥ ଗ୍ରହଣ କରିବାର ଦୁଇ ସପ୍ତାହ ପରେ ତାମିଲନାଡୁ…