Month: June 2024

ବାରାଣାସୀରୁ ତୃତୀୟ ଥର ପାଇଁ ବିଜୟୀ ହେଲେ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଅଜୟ ରାୟଙ୍କୁ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨…

ନିର୍ବାଚନରେ ଇତିହାସ ରଚିଲା ବିଜେପି, ଓଡ଼ିଶାରେ ଗଢ଼ିବ ନୂଆ ସରକାର

ଚଳିତବର୍ଷ ନିର୍ବାଚନ ସଂପୂର୍ଣ୍ଣ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି।ଓଡ଼ିଶାରେ ବହୁମତରେ ବିଜୟ ହାସଲ କରିଥିବା ଦେଖିବାକୁ ମିଳିଛି।ରାଜ୍ୟରେ ନିର୍ବାଚନୀ ଫଳାଫଳରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି ।…

ଓଡ଼ିଶାରେ ବିଜେପି ସୁନାମି ,ବିଜେଡିର ବହୁ ହେଭିୱେଟ ନେତା ପଛରେ

ଓଡ଼ିଶାରେ ବିଜେଡି ହେଭିୱେଟଙ୍କୁ ବଡ ଝଟକା । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡିଛନ୍ତି ଶାସକ ଦଳର ବହୁ ନେତାମନ୍ତ୍ରୀ ।ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଓଲିଉଡର ବର୍ଷିୟାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡି ଆସନରୁ ଲଢ଼ୁଛନ୍ତି। ସେ ବିଜେଡିର ବିପ୍ଲବ…

ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା

ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା । ରାଜ୍ୟସରକାରଙ୍କ କୁହାଯାଉଥିବା ଗଡ ଗଞ୍ଜାମରେ ୧୩ଟି ବିଧାନସଭା ମଧ୍ୟରୁ ୧୧ ଟିରେ ବିଜେପି ଆଗରେ ଥିବା ସୂଚନାମିଳିଛି । ସେହିପରି ସାନଖେମୁଣ୍ଡିରେ କଂଗ୍ରେସ…

ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ବିଜୟୀ

ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେଇଛନ୍ତି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।…

ମାଲକାନଗିରି ବିଧାନସଭା ଆସନ ହାସଲ କଲା ବିଜେପି

ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ…

ଝାରସୁଗୁଡ଼ାରେ ବିଜେପିର ବଡ଼ ବିଜୟ, ହାରିଲେ ଦୀପାଳି ଦାସ

ଚଳିତବର୍ଷ ନିର୍ବାଚରେ ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ ହୋଇଛି । ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରେଇଛି ଭାଜପା ପ୍ରାର୍ଥୀ ଟଙ୍କଧର…

ଆଗରେ ଅଛନ୍ତି ଓଲିଉଡ ଷ୍ଟାର ଆକାଶ ଦାସ ନାୟକ

ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ସମସ୍ତଙ୍କୁ ଚକିତ କରିଛି। ଗତ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ରାଜ କରୁଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେଉଛି ବିଜେପି ।ଓଲିଉଡର ଚକଲେଟ ବୟ ଆକାଶ ଦାସ ନାୟକ ଯାଜପୁର ଜିଲ୍ଲା…

ରାୟବରେଲି ଓ ଓ୍ୱାୟନାଡ ଆସନରେ ଆଗରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତର ପ୍ରଦେଶର ରାୟବରେଲି ଆସନ ଓ କେରଳର ଓ୍ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗୁଆ ଅଛନ୍ତି। ଉତ୍ତର ପ୍ରଦେଶର ରାୟବରେଲିରୁ ୨ ଲକ୍ଷ…

୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ନିର୍ବାଚନ ପାଇଁ ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଏହାରି ମଧ୍ୟରେ ବିରାଟ ବ୍ୟବଧାନରେ ଅମିତ୍‌ ଶାହ ରହିଥିବା ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ଗୁଜୁରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ୁଥିବା ଶ୍ରୀ ଶାହା ୫ ଲକ୍ଷ ୬୮ ହଜାର ଭୋଟ ବ୍ୟବଧାନରେ…