Day: 8 June 2024

ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ- ପ୍ରଦୀପ ମାଝୀ

ବିଜେଡିର ଶୋଚନୀୟ ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝୀ । ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନଥିଲା । ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ । ନବୀନଙ୍କୁ କାଉଣ୍ଟର…

ବିଜେପିରେ ସାମିଲ ହେବେ ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ

ବିଜେପିରେ ସାମିଲ ହେବେ ଆଉ ଜଣେ ସ୍ୱାଧିନ ବିଧାୟକ । ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସେ ଆଗରୁ ବିଜେପିରେ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ସ୍ବାଧୀନରେ ନିର୍ବାଚନ…

ପ୍ରେମିକାର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲେ ପ୍ରେମିକ

ଏକ ତରଫା ପ୍ରେମର କରୁଣ ପରିଣତି ବିଚ୍‌ ରାସ୍ତାରେ ପ୍ରେମିକାଙ୍କ ତଣ୍ଟି କାଟିଦେଲେ ପ୍ରେମିକ। ପ୍ରେମିକାଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ବି କରିଛନ୍ତି ପ୍ରେମିକ ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼…

ୱାୟନାଡ ନା ରାଏବରେଲୀ,କେଉଁ ଆସନ ଛାଡ଼ିବେ ରାହୁଲ ?

କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲୀ ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି। ଏହି ଦୁଇ ଆସନ ମଧ୍ୟରୁ ତାଙ୍କୁ ଗୋଟିଏ ଛାଡ଼ିବାକୁ ପଡ଼ିବ।ଏହାକୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀର ଲୋକ ଦ୍ୱନ୍ଦ୍ୱରେ ଥିବା…

କୋଇଲା ଟ୍ରେନ୍‌ରେ ଲାଗିଲା ନିଆଁ

ବାଲେଶ୍ୱର ଜିଲ୍ଲା ସୋର ଷ୍ଟେଶନରେ ଆଜି ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନଟି ତାଳଚେରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନ ଠାରେ ନିଆଁ ଲାଗିଥିବାର ଗାର୍ଡ ଦେଖିଥିଲେ । ଏହାପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ…

ମୋ ବସକୁ ଧକ୍କା ଦେଲା ଟ୍ରକ୍, ୨୦ ଯାତ୍ରୀ ଆହତ

ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ତେଲେଙ୍ଗା ପେଣ୍ଠ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ।ଏହି ଦୁର୍ଘଟଣା ପରେ…

ବିଜେପି ଜିତିବା ପରେ ଆଙ୍ଗୁଠି କାଟି ଦେବୀଙ୍କୁ ଅର୍ପଣ କଲେ ଯୁବକ

ଛତିଶଗଡର ବଳରାମପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଯୁବକଜଣକ ଜଣେ ବିଜେପି ସମର୍ଥକ ହୋଇଥିବା ବେଳେ ଦଳର ବିଜୟ ପାଇଁ ମାନସିକ କରିଥିଲେ ଏବଂ ଏହା ପୂରଣ ହେବା ପରେ ସେ ମନ୍ଦିରକୁ ଯାଇ ଦେବୀଙ୍କୁ ଆଙ୍ଗୁଠି କାଟି ଅର୍ପଣ କରିଥିଲେ…

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ…

ବିଜେଡି ଛାଡ଼ି ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ

ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ। ବିଜେପିରେ ସାମିଲ ହେବେ ପ୍ରସନ୍ନ ପାଟ୍ଟଶାଣୀ। ଶଙ୍ଖ ଛାଡି ପଦ୍ମ ଧରିବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଯାଇ ସାମିଲ ହେବେ ପାଟ୍ଟଶାଣୀ । ଦୀର୍ଘ ବର୍ଷ ଧରି ବିଜେଡିରେ ଥିଲେ…

ବ୍ରାହ୍ମଣୀ ନଦୀରେ ବୁଡି ୨ ଛାତ୍ର ମୃତ

ରାଉରକେଲା ବ୍ରାହ୍ମଣୀ ନଦୀରେ ଅଘଟଣ । ଗାଧୋଉଥିବାବେଳେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ । ୨ ଜଣଙ୍କର ମୄତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲ୍ଲା ପିପିଲିର ସମୀର ଶିବକୁମାର…