ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ବିହୀନ ଫଟୋ ପୋଷ୍ଟ କଲା କଂଗ୍ରେସ; ରାଜନୀତି ସରଗରମ
ପହଲଗାମ ଆକ୍ରମଣରେ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଦେଶର ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହାକୁ ରାଜନୀତି ନ କରି ସାରା ଦେଶ ଏକତ୍ରିତ ହେବାକୁ ଥିବା ବେଳେ କଂଗ୍ରେସ କିନ୍ତୁ ନିଜର…
ଗୋଲଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଆଟାଚ୍ କରିଛି । ଜବତ ହୋଇଥିବା…
ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଆତଙ୍କବାଦକୁ ମୂଳପୋଛ କରିବାକୁ ୩ ସେନା ମୁଖ୍ୟଙ୍କୁ ପୂର୍ଣ୍ଣ କ୍ଷମତା
ଆତଙ୍କବାଦକୁ ମୂଳପୋଛ କରିବାକୁ ୩ ସେନା ମୁଖ୍ୟଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର । ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଘନଘନ ବୈଠକ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଆଜି ପୁଣି…
ପହଲଗାମ୍ ଆକ୍ରମଣ ଘଟଣା: କଟକରେ ରଞ୍ଜିତ ଭୋଳଙ୍କ ଘରେ ଏନଆଇଏ ଟିମ୍
କଟକରେ ପହଞ୍ଚିଛି ନ୍ୟାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି (NIA) ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚୁରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ…
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍ ଅନିଲ ଚୌହ୍ବାଣ ଉପସ୍ଥିତ । ୩ ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ପହଲଗାମ ଆକ୍ରମଣ ପରବର୍ତ୍ତୀ ସ୍ଥିତି…
ଆୟୁଷ୍ମାନରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ଘରୋଇ ହସ୍ପିଟାଲଗୁଡ଼ିକୁ ତାଗିଦ୍ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ…
ପିଲାଙ୍କୁ ଦିଆଯିବ ‘ଯାଦୁପେଡି’
ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା ।ଶିଶୁ ବାଟିକା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’ । ଖେଳ ଭିତ୍ତିକ ଶିକ୍ଷଣ ପଦ୍ଧତି ମାଧ୍ୟମରେ ମୌଳିକ ଦକ୍ଷତା ଅର୍ଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ‘ଯାଦୁ…
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଏକ୍ସ’ ବ୍ୟାନ୍
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ଭାରତରେ ବ୍ୟାନ୍ । ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାରି…
ଘରୋଇ ଶିକ୍ଷାନୁଷ୍ଠାନକୁ ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍; ନିୟମ ଭାଙ୍ଗି ସ୍କୁଲ ଖୋଲିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଖୋଲାଯାଉଛି ସ୍କୁଲ୍ । ଏ ନେଇ ଘରୋଇ ଶିକ୍ଷାନୁଷ୍ଠାନକୁ ତାଗିଦ୍ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ…
ପୁଣି ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଆଦେଶ ବୃଦ୍ଧି
ପୁଣି ବଢ଼ିଲା ୨୦୦୭ ବ୍ୟାଚ ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି । ଆଉ ମାସେ ନିଲମ୍ୱନ ଆଦେଶ ବଢ଼ାଇଲା ଗୃହ ମନ୍ତ୍ରଣାଳୟ । ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ୱନ ହୋଇଛନ୍ତି ପଣ୍ଡିତ ରାଜେଶ । ସୂଚନା ଯୋଗ୍ୟ; ଆଇପିଏସ ରାଜେଶ…