ଦେଶ ପାକିସ୍ତାନରୁ ଆସି ଲଙ୍ଗ ଟର୍ମ ଭିସାରେ ଥିବା ହିନ୍ଦୁଙ୍କର ଭିସା ହେବନି ରଦ୍ଦ April 26, 2025 Nirvay ପାକିସ୍ତାନରୁ ଆସି ଲଙ୍ଗ ଟର୍ମ ଭିସାରେ ଥିବା ହିନ୍ଦୁଙ୍କର ଭିସା ହେବନି ରଦ୍ଦ । ଲଙ୍ଗ ଟର୍ମ ଭିସାeରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ…
ଦେଶ ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ୍ ଦୃଶ୍ୟ ମିଡିଆରେ ପ୍ରସାରଣ କରିବାକୁ ବାରଣ April 26, 2025 Nirvay ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ ଦୃଶ୍ୟ ପ୍ରସାରଣକୁ ବାରଣ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ୍ ଏବଂ…
ଦେଶ ରାଜ୍ୟ ୫୧,୦୦୦ ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ; ଓଡିଶାରେ ୨୫୮ ନିଯୁକ୍ତି ପତ୍ର ପ୍ରଦାନ April 26, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବିତରଣ କରିଛନ୍ତି । ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ‘ନାଗରିକ ଦେବୋ ଭବ’…
ଦେଶ ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର April 26, 2025 Nirvay ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତୀୟ ସେନା । କାଶ୍ମୀରର ସୋପିଆନ ଓ ପୁଲୱାମାରେ ଆଜି ଆଉ ୨ ଲସ୍କର ଆତଙ୍କୀଙ୍କ ଘର ଉଡାଇଛନ୍ତି ସୁରକ୍ଷାକର୍ମୀ । ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର ।…
ରାଜନୀତି ରାଜ୍ୟ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ସୁଲତା ଦେଓ April 26, 2025 Nirvay ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଆଜି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ତାଙ୍କ ବୟାନ ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଦୁଃଖ ପହଞ୍ଚେଇଛି…
ଦେଶ ବିଶ୍ୱ ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏ ର ଆଡ୍ଭାଇଜରି April 26, 2025 Nirvay ପହଲଗାମ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ଭଳି ଅନେକ ବଡ଼ ପଦକ୍ଷେପ ନେବା ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଛି । ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ…
ଦେଶ ରାଜ୍ୟ ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା: ପ୍ରଶାନ୍ତ ଶତପଥୀଙ୍କ ଘରେ ନିଆ ଟିମ୍ April 26, 2025 Nirvay ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ଘରେ ଏନଆଇଏ ଚିମ୍ ପହଞ୍ଚି ତଦନ୍ତ କରୁଛି । ବାଲେଶ୍ୱରର ଇସାଣୀ ଗାଁରେ ଏନଆଇଏ ଟିମ୍ ପହଞ୍ଚି ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି । ଆତଙ୍କବାଦୀ ଆକ୍ରମଣର…
ଦେଶ ସ୍ୱାସ୍ଥ୍ୟ ୪ ବର୍ଷରୁ କମ ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ କଫ ସିରପ୍ ରେ ଲାଗିଲା ବ୍ୟାନ୍ April 26, 2025 Nirvay ଶିଶୁଙ୍କ ମେଡିସିନକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାରି ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କଫ ସିରପ୍ ବ୍ୟାନ୍ ହୋଇଛି । ଫିକ୍ସଡ-ଡୋଜ କମ୍ବିନେସନ୍ କଫ ସିରପ୍ ଗୁଡ଼ିକର ବିକ୍ରି, ଉତ୍ପାଦନ ଏବଂ ବଣ୍ଟନ…
ରାଜ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ ଆଇପିଏସ୍ ଅଫିସର April 26, 2025 Nirvay କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର । ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଏସଏଫ ଆଇଜି ଭାବେ ରବି କାନ୍ତ ଏବଂ ବିଏସଏଫ ଡିଆଇଜି…
ରାଜ୍ୟ ଶ୍ରୀମନ୍ଦିରରେ ନିୟୋଜିତ ହେଲେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ April 26, 2025 Nirvay ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଦିନକୁ ଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । କମାଣ୍ଡାଣ୍ଟଙ୍କ ସହ…