କେରଳ ମୁଖ୍ୟମନ୍ତ୍ରୀ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ । ପ୍ରେସମିଟ୍ରେ ନାଁ ଘୋଷଣା କଲା କଂଗ୍ରେସ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ। ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ । ୪ ମେ ମାସରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୪୦ଟି ଆସନରୁ ୧୦୨ଟି ଆସନରେ ବିଜୟୀ ହୋଇଥିଲା । Post navigation Odisha Vigilance Raids Bhadrak CAD Engineer: ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍