ଅଣଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ସମସ୍ତ ଗେଟରେ ତାଲା ପକାଇ ନାରାବାଜି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହିଦନଗର ଥାନା ପୋଲିସକୁ ଖବର ଦେବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପ୍ରତିବାଦ କରୁଥିବା ଛାତ୍ରମାନେ କହିଛନ୍ତି ଯେ ବାହାର ଲୋକଙ୍କ ଉପସ୍ଥିତି ଅସୁରକ୍ଷିତ ସୃଷ୍ଟି କରୁଛି ଏବଂ ଶୈକ୍ଷିକ ପରିବେଶକୁ ବାଧା ଦେଉଛି। ଅନଧିକୃତ ପ୍ରବେଶକୁ ରୋକିବା ଏବଂ ବିଶ୍ୱବିଦ୍ୟାଳୟ ଭିତରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। Post navigation Bihar’s Bankipur Bypoll: ବାଙ୍କିପୁର ବିଧାନସଭା ଆସନରୁ ଅଭିଷେକ କୁମାରଙ୍କୁ ପ୍ରାର୍ଥୀ କଲା ବିଜେପି Odisha Doctors’ Strike: ଡାକ୍ତର ଆନ୍ଦୋଳନ: ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର