ତାମିଲନାଡୁ ଗ୍ୟାସ୍ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ମୃତ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ତେଲକୋଇ ବ୍ଲକ୍ ଟାଙ୍ଗିରି ଦୁବାନାଳି ସାହିର ରୀତା ଜୁଆଙ୍ଗ ବୋଲି ଜଣାପଡ଼ିଛି । Post navigation Heavy Rain Alert in Odisha: ଆଜି ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି Sujata Rout joins BJD: ବିଜେଡିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ସୁଜାତା ରାଉତ