ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଛାଡ଼ପତ୍ର ମାମଲାରେ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଛି। ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ପତ୍ନୀ ସଙ୍ଗୀତା। ଚେଙ୍ଗାଲପଟୁ କୋର୍ଟରୁ ନିଜ ଆଡ଼ୁ ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିଥିବା ଜଣାପଡିଛି । ସଙ୍ଗୀତାଙ୍କ ପକ୍ଷରୁ ମାମଲା ପ୍ରତ୍ୟାହାର କରାଯିବା ପରେ କୋର୍ଟ ଏହି ମାମଲାର ରଫାଦଫା କରିଛନ୍ତି। ଚଳିତ ବର୍ଷ ଫେବୃଆରୀ ମାସରେ ସଙ୍ଗୀତା କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ନିଜ ଆବେଦନ ପତ୍ରରେ ସେ ସ୍ୱାମୀ ବିଜୟଙ୍କ ବିରୋଧରେ ବହୁତ୍ ସଙ୍ଗୀନ ଅଭିଯୋଗ ଆଣିଥିଲେ । Post navigation Vigilance Nabs Panchayat Data Entry Operator: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର Landslide Risk in Odisha: ପାହାଡ଼ିଆ ଅଞ୍ଚଳରେ ଚିହ୍ନଟ ହେବ ଭୂସ୍ଖଳନ ପ୍ରବଣ ରାସ୍ତା; ୭ ଦିନରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ