Tag: Joseph Vijay

Tamil Nadu CM’s Wife Withdraws Divorce Petition: ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପତ୍ନୀ ସଙ୍ଗୀତା

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଛାଡ଼ପତ୍ର ମାମଲାରେ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଛି। ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ପତ୍ନୀ ସଙ୍ଗୀତା। ଚେଙ୍ଗାଲପଟୁ କୋର୍ଟରୁ ନିଜ ଆଡ଼ୁ ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିଥିବା ଜଣାପଡିଛି । ସଙ୍ଗୀତାଙ୍କ ପକ୍ଷରୁ ମାମଲା ପ୍ରତ୍ୟାହାର କରାଯିବା…