ତାଜା ଖବର ରାଜ୍ୟ NGT Halts Wonderla Waterpark Project: ୱଣ୍ଡରଲା ୱାଟର ପାର୍କ ନିର୍ମାଣ କାର୍ଯ୍ୟ ଉପରେ ଏନ୍ଜିଟିଙ୍କ ରୋକ୍; ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ November 26, 2026 Papirani ଭୁବନେଶ୍ୱର ଉପକଣ୍ଠରେ ଜଙ୍ଗଲ ଜମି ଜବରଦଖଲ, ଗଛ କଟା ଏବଂ ପରିବେଶ କ୍ଷତି ଅଭିଯୋଗ ମାମଲାରେ ଜାତୀୟ ହରିତ ପ୍ରାଧିକରଣ (NGT) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୱଣ୍ଡରଲା ହଲିଡେଜ୍ ଲିମିଟେଡ୍ ଦ୍ୱାରା ବିବାଦୀୟ ଜଙ୍ଗଲ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟ…