Tag: Water Resources Dept

No Flood Situation In Odisha: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି- ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି । କିନ୍ତୁ ଗତ ବର୍ଷ ତୁଳନାରେ ହୀରାକୁଦରେ କମ୍…