Tag: VK Pandian

ପୁଣି ଦିଲ୍ଲୀରେ ନବୀନ, ପାଣ୍ଡିଆନ; ଖୁବ ଶୀଘ୍ର ଓଡ଼ିଶା ଛାଡ଼ିବେ ଭୈରବ

ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ତାଙ୍କ ସଖା ଭିକେ ପାଣ୍ଡିଆନ । ବିଚ୍ଛେଦ ପୂର୍ବରୁ ଗତିବିଧି ଚଳଚଞ୍ଚଳ । ଖୁବ ଶୀଘ୍ର ଓଡ଼ିଶା ଛାଡିପାରନ୍ତି ଭି.କେ ପାଣ୍ଡିଆନ । ଆନ୍ତର୍ଜାତିକ ସଂସ୍ଥା ବିଲ୍ ଗେଟ୍ସ ଫାଉଣ୍ଡେସନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ…

ଏବେବି ନବୀନଙ୍କ ସମସ୍ତ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ପାଣ୍ଡିଆନ୍: ମନ୍ମଥ

ନବୀନଙ୍କ ସେବା କରିଛନ୍ତି ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ । ଆଜି ଗଣମାଧ୍ୟମରେ ଏହି ଭଳି ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଛନ୍ତି ପାଣ୍ଡିଆନ ଆଗରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝୁଥିଲେ ଏବେ ବି ବଝୁଛନ୍ତି…

ନିର୍ଭୟ ପ୍ରଭାବ: ବର୍ଷେ ପରେ ପାଣ୍ଡିଆନଙ୍କ ଚେତା ଫେରିଲା!

ନିର୍ଭୟର ଖବର ପାଣ୍ଡିଆନଙ୍କ ନିଦ ହଜେଇଦେଇଥିବା ଭଳି ମନେ ହେଉଛି । ନିର୍ଭୟରେ ପ୍ରସାରିତ ହେବା ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ (ଭି.କେ ପାଣ୍ଡିଆନ) ଇନଷ୍ଟା ରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର x ଆକାଉଣ୍ଟ ନାହିଁ । ନକଲି ଆକାଉଣ୍ଟରେ…

ହେଲିକପ୍ଟର ନାଁ ଶୁଣି ଚିହିଁକୁଚନ୍ତି ତପସ୍ୱୀ

ହେଲିକପ୍ଟର ନାଁ ଶୁଣିଲେ ଚିହିଁଙ୍କି ପଡ଼ୁଚରି ପାଣ୍ଡିଆନ । ପଚାରନ୍ତୁ କିଆଁ ? ଦିନ ଥିଲା ହେଲିକପ୍ଟରରେ ଉଡିବା ସଉକ ଥିଲା ପାଣ୍ଡିଆନଙ୍କର । କାହିଁକି ବା ନହବ ? ସିଏ ତ ସରକାର । ସିଏ ତ ଦଳ ।…

ନବୀନଙ୍କୁ ବିଜୁ -ଗୀତାଙ୍କଠାରୁ ପସନ୍ଦ ପାଣ୍ଡିଆନ

୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥ‌ିବା ନବୀନ ପଟ୍ଟନାୟକ ଦେଖନ୍ତି ନିର୍ଭୟ ଗୁମର କଥା । ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁମର କଥା ଦେଖୁଥିବା ସ୍ୱୀକାର କରିସାରିଛନ୍ତି । ତେବେ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମ ଥର…

ଏକାକୀ ୧୫୭ ଥର ହେଲିକପ୍ଟର ନେଇ ପ୍ରଚାରକୁ ଯାଇଥିଲେ ପାଣ୍ଡିଆନ

ନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ଖର୍ଚ୍ଚ କରିଛି ୨୭୭ କୋଟି ଟଙ୍କା । ଏହା କେତେ ସତ ବା ମିଛ ତାହା ଲୋକେ ଆନ୍ଦାଜର ସହ କ‌ହିପାରିବେ । ଏହି ତଥ୍ୟ ବିଜଦ ପକ୍ଷରୁ ଦିଆଯାଇଛି ଭାରତର ନିର୍ବାଚନ…

ପାଣ୍ଡିଆନଙ୍କୁ ସୁରକ୍ଷା ଦେବ କିଏ ?

ପ୍ରବଳ ରାଜନୈତିକ ଚାପରେ ପଡ଼ିଛନ୍ତି ଏକଦା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସୁପର ସିଏମ୍ ବୋଲାଉଥିବା ଭିକେ ପାଣ୍ଡିଆନ। କିନ୍ତୁ ପୂର୍ବତନ ବିଜଦ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଅମୋଘ ଅସ୍ତ୍ର ପ୍ରୟୋଗ ପରେ କିଏ ସୁରକ୍ଷା ଦେବ ପାଣ୍ଡିଆନଙ୍କୁ। ବର୍ତମାନ କେବଳ ନବୀନ…

ପାଣ୍ଡିଆନଙ୍କ ଭାଉ ଦେଖାଇ ବିଜେଡି ନେତ୍ରୀ ଠକିନେଲେ କୋଟି କୋଟି ଟଙ୍କା!

ଚାକିରି ଦେବା ନାଁରେ ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିଆନ୍ ଭାଇ ବା ଭି କେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ କୋଟି କୋଟି ଟଙ୍କା ଠକି ନେଲେ ଜଣେ ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ…

ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ପ୍ରଦୀପ ପ୍ରଧାନଙ୍କ ଟାର୍ଗେଟ୍

ଚଳତବର୍ଷ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାରିଆଡେ ଚାଲିଥିବା ବେଳେ ଏବେ ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ଟାର୍ଗେଟ…

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାତ୍ରାର ଖର୍ଚ୍ଚକୁ ନେଇ ତଦନ୍ତ ଆରମ୍ଭ

ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତରେ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ଭିକେ ପାଣ୍ଡିଆନଙ୍କ ଗସ୍ତରେ କୋଟି କୋଟି ଟଙ୍କା ହେଲିକପ୍ଟର ଖର୍ଚ୍ଚ ହୋଇଛି । ସେ…