Tag: Train accident

Two Trains Collide in BBSR: ଭୁବନେଶ୍ୱରରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍‌

ଭୁବନେଶ୍ୱରରେ ଦୁଇ ଟ୍ରେନ୍‌ ମୁହାଁମୁହିଁ । ଝାରପଡ଼ା ବ୍ରିଜ୍‌ ନିକଟରେ ଗୋଟିଏ ଟ୍ରାକ୍‌ରେ ଦୁଇ ଟ୍ରେନ୍‌ ମୁହାଁମୁହିଁ ହୋଇଛି। ଗୋଟିଏ ଟ୍ରେନ୍‌ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନରୁ ଆସୁଥିବା ବେଳେ ଆଉ ଏକ ଟ୍ରେନ୍ ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିବା…

Bhadrak Train Accident: ଭଦ୍ରକରେ ଅଘଟଣ; କର୍ମଚାରୀ ଫାଟକ ପକାଇ ନ ଥିବାରୁ ଟ୍ରେନ୍ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭଦ୍ରକରେ ଅଘଟଣ । ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ପିରାହାଟ ଥାନା ଅନ୍ତର୍ଗତ ଖେଦରପୁର ଗ୍ରାମରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। କର୍ମଚାରୀ ଫାଟକ ପକାଇ ନ ଥିବାରୁ ବାଇକ୍‌…

ମୁମ୍ବାଇରେ ଅଘଟଣ: ଚଳନ୍ତା ଟ୍ରେନରୁ ପଡ଼ି ପାଞ୍ଚ ମୃତ, ଅନେକ ଆହତ

ମୁମ୍ବାଇରେ ଅଘଟଣ । ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍‌ ଟ୍ରେନରୁ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଅତ୍ୟଧିକ ଭିଡ଼ ଏବଂ ଧକ୍କା ଯୋଗୁଁ ଏହି ପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏହି ଘଟଣା…

ଦୁର୍ଘଟଣାର ୨୪ ଘଣ୍ଟା ପରେ ନିର୍ଗୁଣ୍ଡିରେ ରେଳ ଚଳାଚଳ ହେଲା ସ୍ୱାଭାବିକ

କଟକ ନିର୍ଗୁଣ୍ଡି ଷ୍ଟେସନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ୨୪ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଟ୍ରାକ୍ ମରାମତି କାର୍ଯ୍ୟ ସମାପ୍ତ ହେବା ପରେ ରେଳ ଚଳାଚଳ ଆଜି ସ୍ୱାଭାବିକ ହୋଇଛି । ସୂଚନା ଯୋଗ୍ୟ; ଗତକାଲି ପୂର୍ବାହ୍ନ ୧୧ଟା…

ତାମିଲନାଡୁରେ ଟ୍ରେନ ଦୁର୍ଘଟଣା; ୨ଟି ବଗିରେ ନିଆଁ, ୬ଟି ଲାଇନ୍ଚ୍ୟୁତ

ତାମିଲନାଡୁର କବରାରାପେଟ୍ଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଓ ଅଟକି ରହିଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କିଛି ଲୋକ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଇଞ୍ଜିନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ…

ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ। ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ସାବରମତୀ ଏକ୍ସପ୍ରେସ୍‌ ବାରାଣାସୀରୁ ଅହମ୍ମଦାବାଦ ଯାଉଥିଲା ସମୟରେ ହୋଇଛି ଲାଇନଚ୍ୟୁତ । କାନପୁର-ଭୀମସେନ ଷ୍ଟେସନ ମଝିରେ ଟ୍ରେନର ୨୦ଟି ବଗି ଲାଇନଚ୍ୟୁତ ହୋଇଛି । ଏକ ବଡ଼…

ହାଓ୍ବଡା-ମୁମ୍ବାଇ ଟ୍ରେନ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ

ଝାଡଖଣ୍ଡ ଚକ୍ରଧରପୁର ରେଳ ଡିଭିଜନ ରାଜଖରସୁଆଁ ବଡ଼ବାମ୍ବୁ ନିକଟରେ ହୋଇଥିବା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଘଟଣାରେ ଦକ୍ଷିଣ ପୂର୍ବ ରେଳପଥର ସହାୟତା ଘୋଷଣା କରିଛି। ରାଉରକେଲାର…

ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଗତ କିଛି ଦିନ ଧରି ଲଗାତର ଭାବେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବା ବେଳେ ପୁଣି ଆଜି ସମ୍ବଲପୁର ସରଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।…

ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୨ ମୃତ, ଅନେକ ଗୁରୁତର

ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି ।…

ବାଲେଶ୍ୱରରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ

ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ…