Tag: Temperature Drops

Temperature Drops Across Odisha: ଆଭ୍ୟନ୍ତରୀଣ ଓଡ଼ିଶାରେ ଖସିଲା ପାରଦ; ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ତଥା ଥଣ୍ଡା ବାୟୁ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ହ୍ରାସ ପାଇଛି। ଝାରସୁଗୁଡ଼ା ଓ ଦେବଗଡ଼ ରାଜ୍ୟର ସବୁଠୁ…