Tag: Taxi driver

Taxi Drivers protest in Bhubaneswar: ବାଇକ୍ ଟ୍ୟାକ୍ସି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ଦାବି: ଲୋୟର ପିଏମଜିରେ ଚାଳକମାନଙ୍କ ଧାରଣା

ଓଡ଼ିଶାରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବା ନେଇ ଜାରି ହୋଇଥିବା ନିର୍ଦ୍ଦେଶର ପୁନର୍ବିଚାର ଦାବିରେ ଗିଗ୍ ୱାର୍କର୍ସ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଲୋୟର ପିଏମଜି ଠାରେ ବାଇକ୍ ଟ୍ୟାକ୍ସି ଚାଳକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ରାଜ୍ୟ…