Tag: Tangi tollgate

Tangi Toll Gate Bus Accident: ଟାଙ୍ଗୀ ଟୋଲଗେଟ୍ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୧୦ ଯାତ୍ରୀ ଆହତ

କଟକ ଟାଙ୍ଗୀ ଟୋଲଗେଟ୍ ନିକଟରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଯାଜପୁରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତିକମରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ‘ଶ୍ରୀ ଗଣେଶ’…