Tag: Sponge Iron Plant

Keonjhar Sponge Iron Plant Mishap: କେନ୍ଦୁଝର ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ଅଘଟଣ; ୨ ଶ୍ରମିକ ଗୁରୁତର

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ନିକଟରେ ଅବସ୍ଥିତ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ ପରିସରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇ ଜଣ ଶ୍ରମିକ ଗୁରୁତର ଭାବେ ପୋଡ଼ି ଆହତ ହୋଇଛନ୍ତି। ଉଭୟଙ୍କ ଶରୀରର ୪୦ ପ୍ରତିଶତରୁ…