Tag: Special Session

Special Session & Delimitation Buzz: ସ୍ୱତନ୍ତ୍ର ଅଧିବେଶନ ଓ ସୀମା ପୁନଃନିର୍ଦ୍ଧାରଣକୁ ନେଇ ମାନସ ମଙ୍ଗରାଜଙ୍କ ସ୍ପଷ୍ଟୋକ୍ତି; ରାଜ୍ୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନେବ ବିଜେଡି

ଆଗାମୀ ସ୍ୱତନ୍ତ୍ର ଅଧିବେଶନକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଥିବା ବେଳେ ପୁଣି ଥରେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୩୦ ତାରିଖରେ ସଂସଦର ଲୋକସଭା ଏବଂ ୨ ତାରିଖରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ବସିବାକୁ…