ତାଜା ଖବର ରାଜ୍ୟ Cold Wave Hits Odisha: ଓଡ଼ିଶାରେ ବଢ଼ୁଛି ଶୀତର ପ୍ରକୋପ: ୧୦ ଡିଗ୍ରୀ ତଳକୁ ଖସିଲା ଅନେକ ସହରର ତାପମାତ୍ରା November 29, 2026 Papirani ରାଜ୍ୟରେ ଶୀତ ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି। ଏଥିରେ କୋରାପୁଟ…