Tag: Sanitation workers

National GARIMA Conclave 2026: ଗରିମା ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ; ସଫେଇ କାର୍ଯ୍ୟରେ ଶୂନ ମୃତ୍ୟୁ ଲକ୍ଷ୍ୟ

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ‘ଗରିମା କନକ୍ଲେଭ୍‌ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ଅବସରରେ ସେ ‘ଗରିମା ପ୍ରଦର୍ଶନୀ’ର ଉଦ୍‌ଘାଟନ କରିଛନ୍ତି । ସ୍ୱଚ୍ଛତା କାର୍ଯ୍ୟରେ ମୃତ୍ୟୁ ରୋକିବା ସହ…

ଓଡ଼ିଶାରେ ଦୁଇ ଦିନିଆ ‘ଗରିମା’ ଜାତୀୟ କର୍ମଶାଳା ଉଦ୍‌ଘାଟନ

ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ‘ଗରିମା’ ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି । ‘ଗରିମା’ ଜାତୀୟ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ କର୍ମଶାଳାର ବିଷୟବସ୍ତୁ ହେଉଛି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ସଫେଇ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ଜୀବନବୀମା

ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଲୋକସେବା ଭବନରେ ଆୟୋଜିତ ‘ଗରିମା’ କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ । ସମସ୍ତ ସଫେଇ…

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ; କ୍ୟାପିଟାଲ ହସ୍ପିଟାଲରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଦଶହରା ବୋନସ ଓ ମାସକର ଦରମା ପ୍ରଦାନ ଦାବିରେ ଗତକାଲିଠୁ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲ ପରିସରରେ କୁଢ଼ କୁଢ଼ ଆବର୍ଜନା ଗଦା ହେବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୁର୍ଗନ୍ଧରେ ନାକ…

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର: ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା…