Tag: Samvidhan Raksha Divas

Congress Stages Save Constitution Rally in BBSR: ରାଜଧାନୀରେ କଂଗ୍ରେସର ରଣହୁଙ୍କାର: ‘ଡବଲ-ଇଞ୍ଜିନ’ ସରକାର ବିରୋଧରେ ବର୍ଷିଲେ ଭକ୍ତ ଦାସ ଓ ଲାଲଜୀ ଦେଶାଇ

ରାଜଧାନୀର ରାଜରାସ୍ତାରେ କଂଗ୍ରେସର ବିଶାଳ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। କେନ୍ଦ୍ର ଓ ରାଜ୍ୟର ‘ଡବଲ-ଇଞ୍ଜିନ’ ସରକାର ବିରୋଧରେ କଂଗ୍ରେସ କର୍ମୀ ଓ ନେତାମାନେ ଏକଜୁଟ ହୋଇ ତୀବ୍ର ପ୍ରତିବାଦ ଜଣାଇଛନ୍ତି। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ…