Tag: Sambit patra

Sambit Patra’s WhatsApp Account Hacked: ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ହ୍ୟାକ୍

ପୁରୀ ନିର୍ବାଚନମଣ୍ଡଳୀର ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ହ୍ୟାକ୍ । ଏ ନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସାଂସଦ ସମ୍ବିତ ପାତ୍ର ।ତାଙ୍କ ନମ୍ବରରୁ ପଠାଯାଇଥିବା କୌଣସି ମେସେଜ୍ କିମ୍ବା ଟଙ୍କା…

ପ୍ରେସ୍‌ କାଉନସିଲ୍‌ ଅଫ୍ ଇଣ୍ଡିଆର ସଦସ୍ୟ ହେଲେ ସାଂସଦ ସମ୍ବିତ ପାତ୍ର

ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୩ ସାଂସଦଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଯୁକ୍ତି ଦେଇଛନ୍ତି । ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ)ର ସଦସ୍ୟ…

ଅପରେସନ୍ ସିନ୍ଦୂରର ସଫଳତା; ଆହୁରି ଭୋଗିବ ପାକିସ୍ତାନ: ସମ୍ବିତ ପାତ୍ର

ଆହୁରି ଭୋଗିବ ପାକିସ୍ତାନ। ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରଥମ ଥର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅପରେସନ ‘ସିନ୍ଦୂର’କୁ ନେଇ ବିଜେପି…

ସାତପଡ଼ା-ଜହ୍ନିକୁଦା ବ୍ରିଜ ପାଇଁ ତତ୍ପରତା ଦେଖାଇଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର

ଖୁବଶୀଘ୍ର ପୂରଣ ହେବ ସାତପଡ଼ା – ଜହ୍ନିକୁଦା ବାସୀଙ୍କ ସ୍ବପ୍ନ । ନିର୍ମାଣ ହେବାକୁ ଯାଉଛି ସିଗ୍ନେଚର୍ ବ୍ରିଜ । ଲୋକଙ୍କ ଯାତାୟାତ ଅସୁବିଧାକୁ ନଜରରେ ରଖି ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର…

ଜେପିସିରେ ସମ୍ବିତ, ଭର୍ତ୍ତୃହରି

ଏକ ଦେଶ-ଏକ ନିର୍ବାଚନ ବିଧେୟକ ଲୋକସଭାରେ ପାରିତ ପରେ ସରକାର ଏହାକୁ ଜେପିସି ( ଯୁଗ୍ମ ସଂସଦୀୟ କମିଟି)କୁ ପଠାଇଛନ୍ତି। ଏହି କମିଟି ବିଲ୍‌ – ଉପରେ ଆଲୋଚନା ସହ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଜେପିସିରେ ଥିବା ସଦସ୍ୟ ଏବଂ…

ପୁରୀର ଅଗ୍ନି ବିସ୍ଫୋରଣ ଘଟଣା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଭାବମୂର୍ତିର ମୁଖା ଖୋଲି ଦେଇଛି: ଡା. ସମ୍ବିତ ପାତ୍ର

ଗତକାଲି ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଖେଳ ହେଉଥିବା ବେଳେ ବାଣ ଦ୍ୱାରା ଅଗ୍ନି ବିସ୍ପୋରଣ ଘଟିଥିଲା । ଆମ୍ବୁଲାନ୍ସର ଅଭାବ କାରଣରୁ ଠିକ୍ ସମୟରେ ପୀଡିତଙ୍କୁ ଚିକିତ୍ସା ଉପଲବ୍ଧ ହୋଇପାରିଳା ନାହିଁ ସେହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ…

ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ କରିବେ ସମ୍ବିତ ପାତ୍ର

ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି…

ହଜାର ହଜାର ସମର୍ଥକଙ୍କ ସହ ସମ୍ବିତ ପାତ୍ରଙ୍କ ରୋଡ ଶୋ

ପୁରୀରେ ସମ୍ବିତ ପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଯାଇଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ଶୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି…

ସମ୍ବିତଙ୍କ ପାଇଁ ରାସ୍ତା ସହଜ କରୁଛି ଲୋକଙ୍କ ବିଶ୍ୱାସ ଓ ଭରସା

ପୁରୀରୁ ବିଶ୍ୱଭୂଷଣ ମିଶ୍ର : ଭୋଟ ଆସିଲେ ନେତାଙ୍କର ମନେପଡ଼େ ଲୋକଙ୍କ କଥା । ଅନେକ କୁହନ୍ତି ପ୍ରତି ୫ ବର୍ଷରେ ଥରେ ଆମେ ଆମ ନେତାଙ୍କୁ ଦେଖୁ । ଅନେକାଂଶରେ ଏହା ମଧ୍ୟ ସତ । ନିର୍ବାଚନବେଳେ ନେତାଏ ଗାଁ…

ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ…