ତାଜା ଖବର ରାଜ୍ୟ Priest Arrested For Raping Minor Girl: ଭୁବନେଶ୍ୱରରେ ନାବାଳିକା ଦୁଷ୍କର୍ମ ଅଭିଯୋଗ; ପୂଜକ ଗିରଫ November 27, 2026 Papirani ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଜଣେ ପୂଜକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନଳିନୀ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ନଳିନୀ ଆଚାର୍ଯ୍ୟ ଦୀର୍ଘ ଦିନ ହେବ…