ତାଜା ଖବର ଦେଶ Power Bank Catches Fire Mid-Air: ପାୱାର ବ୍ୟାଙ୍କରେ ଲାଗିଲା ନିଆଁ; ହାଇଦ୍ରାବାଦରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ October 11, 2026 Papirani ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବଡ଼ଧରଣର ଅଘଟଣ ଏଡ଼ାଯାଇଛି। ବିମାନ ମଧ୍ୟରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କ ରେ ହଠାତ୍ ନିଆଁ ଲାଗିଯିବା ଯୋଗୁଁ ବିମାନଟିକୁ ହାଇଦ୍ରାବାଦ ଆଡ଼କୁ ମୋଡ଼ି ଦିଆଯାଇଥିଲା ଏବଂ ସେଠାରେ ଜରୁରୀ ଅବତରଣ…