ରାଜନୀତି Mohan Sarkar Vs Subhendu Sarkar: ମୋହନ ସରକାରଙ୍କ ପାଇଁ ବଡ଼ ବିପଦ ଶୁଭେନ୍ଦୁ ସରକାର ! May 28, 2026 Papirani ଦୁଇବର୍ଷ ହେଲା ମୋହନ ସରକାର ଦୁଇଟି ଫ୍ରଣ୍ଟରେ ଲଢ଼େଇ କରିଆସୁଥିଲେ । ଏହି ଦୁଇ ଫ୍ରଣ୍ଟ ହେଲା- ଆଭ୍ୟନ୍ତରୀଣ ଏବଂ ବାହାର ଅର୍ଥାତ ବିରୋଧୀ ଦଳ। କିନ୍ତୁ ଏବେ ଆଉ ଏକ ତୃତୀୟ ଫ୍ରଣ୍ଟ ଖୋଲିଛି ଓଡ଼ିଶାର ପ୍ରଥମ ଭାଜପା ସରକାରଙ୍କ…