Tag: PNG Pipeline

Kataka Gas Pipeline Fire: କଟକ ସିଡିଏରେ ବଡ଼ ଧରଣର ଅଗ୍ନିକାଣ୍ଡ: ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଲାଗିଲା ଭୟଙ୍କର ନିଆଁ

କଟକ ସହରର CDA ସେକ୍ଟର-୧୦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିକଟରେ ବିଛାଯାଇଥିବା ମାଟିତଳ ପାଇପ୍ ନାଚୁରାଲ ଗ୍ୟାସ ପାଇପଲାଇନ୍‌ରେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ନିକଟରେ…