ତାଜା ଖବର ରାଜ୍ୟ Kataka Bali Yatra: ଐତିହାସିକ କଟକ ବାଲିଯାତ୍ରାରେ ବ୍ୟାନ ହେଲା ପ୍ଲାଷ୍ଟିକ୍; ଶାଳପତ୍ର ଖଲି ବ୍ୟବହାର ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ October 13, 2026 Papirani ଐତିହାସିକ କଟକ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏଥି ସହିତ…