ତାଜା ଖବର ରାଜ୍ୟ Orissa HC Halts OHRC Fine: ମାନବାଧିକାର କମିଶନଙ୍କ ଖାରଜ ଆଦେଶ ଉପରେ ହାଇକୋର୍ଟଙ୍କ ରୋକ୍; ପୋଲିସ୍ ଓ ଭିଜିଲାନ୍ସକୁ ନୋଟିସ୍ November 25, 2026 Papirani ଭିଜିଲାନ୍ସ ପକ୍ଷରୁ ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ସମ୍ପର୍କିତ ଏକ ମାମଲାକୁ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୩ ହଜାର ଟଙ୍କା ଜରିମାନା ଲଗାଇଥିବା ଓଡ଼ିଶା ମାନବାଧିକାର ଆୟୋଗ (OHRC)ଙ୍କ ଆଦେଶ ଉପରେ ଓଡ଼ିଶା ହାଇକୋର୍ଟ…