ରାଜନୀତି ରାଜ୍ୟ କଂଗ୍ରେସରେ ବିକାଯାଉଛି ଟିକେଟ୍! ପ୍ରାର୍ଥୀ ହେଉଛ, ୫୦ ହଜାରର ଚେକ୍ ଓ ଦେଢ ଲକ୍ଷ କ୍ୟାସ୍ ଧରି ଆସ March 28, 2024 Nirvay ନିର୍ଭୟ ମିଡିଆ, ଭୁବନେଶ୍ୱର: ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଘୋଷଣା କରିଥିଲେ ଯେ, ଏପ୍ରିଲ ପ୍ରଥମ ସପ୍ତାହରେ ଅତି କମରେ ୧୦୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।…
ରାଜନୀତି ରାଜ୍ୟ ମେଣ୍ଟ କେଁ: ଭାଜପା ସରକାରରେ ସାମିଲ ହେଉ, ଚାହୁଁନାହାନ୍ତି ପାଣ୍ଡିଆନ March 20, 2024 Nirvay ନିର୍ଭୟ ମିଡିଆ, ନୂଆଦିଲ୍ଲୀ: ବିଜୁ ଜନତା ଦଳ ନେତା ଭିକେ ପାଣ୍ଡିଆନ କହିଲେ, ଉପରେ ଆଲୋଚନା ହୋଇଛି । ବୃହତ୍ତର କାରଣ ଲାଗି ମୋଦୀ ଓ ନବୀନ ନିକଟତର ହୋଇଛନ୍ତି । ଭାଜପା ଚାଣକ୍ୟ ଅମିତ ଶାହା ଓଡ଼ିଶାରେ ମେଣ୍ଟ ବ୍ୟାପାରରେ…
ରାଜ୍ୟ ସାରା ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ March 20, 2024 Nirvay ଭୁବନେଶ୍ୱର: ଗତକାଲିଠୁ ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ବି ବିଭିନ୍ନ ସ୍ଥାନରେ ଘଡଘଡି ସହ ବିଜୁଳି ଓ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି…
ରାଜନୀତି ରାଜ୍ୟ ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ March 16, 2024 Nirvay ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ଭୋଟ ଗ୍ରହଣ ହେବ।ଜୁନ୍ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି…
ରାଜନୀତି ରାଜ୍ୟ ଶଙ୍ଖ ଦଳରେ ସ୍ଥାନ ନାହିଁ ହିରୋଙ୍କର; ବବିଙ୍କ ଭିଣୋଇ ଅରିନ୍ଦମ ବିଜଦ ଛାଡ଼ି ଭାଜପାରେ March 15, 2024 Nirvay ନିର୍ଭୟ ମିଡିଆ: ମନୋଜ କୁମାରଙ୍କ ଫିଲ୍ମରେ ଯେମିତି ଅନ୍ୟ କୌଣସି ନାୟକଙ୍କର ଆବଶ୍ୟକତା ନଥାଏ, ଏବେ ସେମିତି ବିଜୁ ଜନତା ଦଳରେ ଆଉ ତାରକାମାନଙ୍କର ଆବଶ୍ୟକତା ନାହିଁ । କାଟ୍ତି ନାହିଁ । ଭୋଟରମାନଙ୍କୁ ଲୋଭେଇବା ପାଇଁ ସେମାନଙ୍କ ପ୍ରଚାର ଆଉ…
ରାଜନୀତି ରାଜ୍ୟ ମେଣ୍ଟ ପାଇଁ କାହିଁକି ଏତେ ବ୍ୟାକୁଳ ବିଜୁ ଜନତା ଦଳ? March 10, 2024 Nirvay ନବୀନ ଦାସ: ମେଣ୍ଟ ଚର୍ଚ୍ଚା ହିଁ ୨୪ ବର୍ଷର ସରକାରୀ ଦଳର ଅସହାୟତା, ଭୟ ଏବଂ ଅଭାବୀ ଆତ୍ମବିଶ୍ୱାସକୁ ଅତି ନଗ୍ନ ଭାବେ ପଦାରେ ପକାଇ ଦେଇଛି । ଏକଥା ମଧ୍ୟ ପରୋକ୍ଷରେ ଅନେକ ବିଜଦ ନେତା ସ୍ୱୀକାର କରୁଛନ୍ତି ।…
ରାଜନୀତି ରାଜ୍ୟ ପ୍ରସାଦ ହରିଚନ୍ଦନ ପାଇଲେ ନିର୍ବାଚନ ପରିଚାଳନା ଦାୟିତ୍ୱ March 7, 2024 Nirvay ନିର୍ଭୟ: ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ଦେଲା ଏଆଇସିସି। ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ପାଇଲେ ପ୍ରସାଦ । ମିଡିଆ ସହ ସମନ୍ବୟ, ୱାର୍ ରୁମ୍ ପରିଚାଳନା ସହ ପ୍ରଗମନ, ରାଜନୈତିକ…
ରାଜନୀତି ରାଜ୍ୟ ୧୨ରେ ଓଡ଼ିଶା ଆସିବେ ଅମିତ ଶାହ March 7, 2024 Nirvay ଭୁବନେଶ୍ୱର : ଓଡିଶା ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର…
ରାଜନୀତି ରାଜ୍ୟ ମୋଦୀ ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ କଲା ବିଜେପି March 3, 2024 Nirvay ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ପାର୍ଟିର ସଂକଳ୍ପ ପତ୍ର ପାଇଁ ମତାମତ ସଂଗ୍ରହର ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି । ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରହିବ ସେ ନେଇ ଜନମତ ସଂଗ୍ରହ କରିବ ବିଜେପି ।…
ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ ଅରବିନ୍ଦ ଢାଲି, ମୁକୁନ୍ଦ ସୋଡ଼ି March 3, 2024 Nirvay ଜୟଦେବ ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଗ ଦେଇଛନ୍ତି । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଅରବିନ୍ଦ ଢାଲି…