ରାଜ୍ୟ ଭାଇରାଲ ହେଉଛି ହାତଲେଖା ଚିଠି; ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ! February 18, 2025 Nirvay ଆଇଏସ ପଦରୁ ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ହାତଲେଖା ଚିଠି । ଯେଉଁଥିରେ ସେ ମୁଖ୍ୟ ଶାସନ ସଚିବଙ୍କୁ ନିଜର ଇସ୍ତଫା ପଠାଇଥିବା ଲେଖା ହୋଇଛି । ଇସ୍ତଫା ପତ୍ରରେ ଲେଖା ଅଛି…
ରାଜନୀତି ରାଜ୍ୟ କଂଗ୍ରେସର ସଂକଳ୍ପ ପଦଯାତ୍ରା ସମୟରେ ଭକ୍ତ ଦାସ ଆହତ February 18, 2025 Nirvay ଆଜିଠୁ କଂଗ୍ରେସର ତିନି ଦିନିଆ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି । ଏହି ସଂକଳ୍ପ ପଦଯାତ୍ରା ମଙ୍ଗଳବାର ସକାଳ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରି ଶିଶୁଭବନ ଛକ ଆସିବାବେଳେ ଠେଲାପେଲାରେ…
ତାଜା ଖବର ରାଜ୍ୟ ରାଜ୍ୟରେ ୨୩୮୦ ଗାଁକୁ ନାହିଁ ଏବେବି ଗମନାଗମନର ସୁବିଧା February 18, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା ଗମନାଗମନର ଅସୁବିଧାର ପ୍ରସଙ୍ଗ । ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପଚାରିଥିବା ପ୍ରଶ୍ନରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାଏକଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତରରେ…
ତାଜା ଖବର ରାଜ୍ୟ ଆଜି ଠାରୁ ଆରମ୍ଭ +୨ ପରୀକ୍ଷା February 18, 2025 Papirani ଆଜି ଠାରୁ ଆରମ୍ଭ ଯୁକ୍ତ ୨ର ପରୀକ୍ଷା । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପରୀକ୍ଷାର ସୁପରିଚାଳନା ପାଇଁ…
ଦେଶ ବିଶ୍ୱ ରାଜ୍ୟ କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ February 17, 2025 Nirvay ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନେପାଳ ସରକାର ଚିନ୍ତା ପ୍ରକଟ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ବିବୃତ୍ତିରେ କହିଛନ୍ତି ଯେ…
ତାଜା ଖବର ରାଜ୍ୟ ୧୨ ଜିଲ୍ଲାରେ ନାହିଁ ICU ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ February 17, 2025 Papirani ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି କେଉଁ କେଉଁ ସ୍ଥାନରେ ରୋଗୀଙ୍କ ପାଇଁ ଡାକ୍ତର ଅଭାବ ତ କେଉଁଠି ନାହିଁ ଆଇସିୟୁ ବ୍ୟବସ୍ଥା । ଆଜି ବିଧାସଭାରେ ରାଜ୍ୟର ମୁଖ୍ୟ ହସ୍ପିଟାଲ ଆଇସିୟୁ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ…
ତାଜା ଖବର ରାଜ୍ୟ ୪ ବର୍ଷରେ ରାଜ୍ୟରେ ନିଖୋଜ ଅଛନ୍ତି ୩୬୪୨୦ ମହିଳା ଓ ୮୪୦୩ ଜଣ ଶିଶୁ February 17, 2025 Papirani ସାମ୍ନାକୁ ଆସିଲା ରାଜ୍ୟରେ ମହିଳା ଓ ଶିଶୁ ନିଖୋଜର ଉଦ୍ବେଗଜନକ ଚିତ୍ର । ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ପୁର୍ବ ସରକାରଥିବା ବେଳେ ରାଜ୍ୟରେ ହଜାର…
ତାଜା ଖବର ରାଜ୍ୟ ରାଜ୍ୟରେ ଖାଲିପଡ଼ିଛି ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ February 17, 2025 Papirani ରାଜ୍ୟରେ ମରୁଡ଼ି ପଡ଼ିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ । ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ ଖାଲିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ…
ତାଜା ଖବର ରାଜ୍ୟ ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ February 17, 2025 Papirani ଚଳିତ ବର୍ଷ ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ । ଏହାସହ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ଚଳିତ ବର୍ଷ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ନେଇ ଆଜି ବିଧାନସଭା…
ତାଜା ଖବର ରାଜ୍ୟ ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା February 16, 2025 Papirani ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା । ରାଜ୍ୟର କିଛି ସ୍ଥାନରୁ ୧୯ରୁ ୨୦ଯାଏଁ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବା…