Tag: Odisha

ରାଜଧାନୀରେ ଅସୁରକ୍ଷିତ ଯୁବତୀ: ଅସଦାଚରଣ ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ

ରାଜଧାନୀର ରାଜରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ସକାଳୁ ଅଫିସ ଯାଉଥିବା ବେଳେ ଯୁବକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ପୁଲିସ୍ କଣ୍ଟ୍ରୋଲ ରୁମ୍ ରେ କାମ କରୁଥିବା ଜଣାପଡିଛି । ବିଚ୍‌ ରାସ୍ତାରେ ଯାଉଥିବା ବେଳେ…

ଫେବୃଆରୀ ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଆଗାମୀ ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ ଅଧିବେଶନ) ବଳବତ୍ତର ଥିବା ହେତୁ ଏହି ସୋମବାର ଗୁଡ଼ିକରେ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…

ଓଡ଼ିଶାର ୨୧୦୦୦ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ୱ କୋଠା ନାହିଁ, ୩୧୦୦୦ ରେ ବିଜୁଳି ନାହିଁ: ପ୍ରଭାତୀ ପରିଡ଼ା

ଓଡ଼ିଶାର ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଭିତ୍ତିଭୂମି ସମସ୍ୟା ଦେଖାଦେଇଛି । ରାଜ୍ୟରେ ୨୧ ହଜାରରୁ ଅଧିକ ଅଙ୍ଗନବାଡି କେନ୍ଦ୍ର ଏବେ ନିଜସ୍ୱ ଉତ୍ସର୍ଗୀକୃତ କୋଠା ବିନା ଚାଲିଛି । ଶନିବାର ବିଧାନସଭା ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଲିଖିତ…

ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତିଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଜଭବନରେ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତିଙ୍କୁ ଭେଟି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବାପରେ ହରିବାବୁ…

କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁର ରାଉତରାୟ

୯ ମାସ ପରେ ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ । ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ସେ ଇସ୍ତଫା ଦେଇଥିଲେ । ସମର୍ଥକଙ୍କ ସହ କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ପ୍ରବେଶ…

ପୁଣି ଜୀବନ ନେଲା ‘ମୋ ବସ୍‌’; ଧକ୍କାରେ ମହିଳା ମୃତ

ରାଜଧାନୀରେ ଚିନ୍ତା ବଢ଼ାଉଛି ମୋ ବସ୍ ଦୁର୍ଘଟଣା । ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ବସ୍‌ ଚାଳକମାନଙ୍କ ବେପରୁଆ ଚାଳନା । ନାବାଳିକାର ମୁତ୍ୟୁ ଘଟଣା ରାଜଧାନୀବାସୀ ଭୁଲି ନଥିବା ବେଳେ କାଲି ସନ୍ଧ୍ୟାରେ ପୁଣି ଅଘଟଣ ଘଟାଇଛି ମୋ ବସ ।…

ମହିମା ପୀଠର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ମହିମା ପୀଠରେ ପହଞ୍ଚି ପ୍ରଥମେ ଧୂନି ମନ୍ଦିରରେ ଅଲେଖ ସ୍ଵାମୀଙ୍କ ଆଶୀର୍ବାଦ ନେଇଥିଲେ । ପରେ ଭଜନ ମଣ୍ଡପରେ ପହଞ୍ଚି ମହିମା ସାଧୁଙ୍କ ସହ ଆଲୋଚନା କରିଥିଲେ । ବକଳ ଧାରୀ ମହିମା ସମାଜର ସାଧୁମାନଙ୍କ ସହ…

ଅଜୟ କୁମାର ଲଲ୍ଲୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ

ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି ପରେ ଏବେ ଅଜୟ କୁମାର ଲଲ୍ଲୁଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ଏନେଇ…

ଓଡ଼ିଆ ଅସ୍ମିତାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ସାହୁ ଓ ସୂର୍ଯ୍ୟବଂଶୀ

ଗୃହରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳର ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ…

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ମାସର ବକେୟା ରାଶି; ଉପକୃତ ହେବେ ୬୨ ହଜାରରୁ ଊର୍ଦ୍ଧ୍ବ ଷ୍ଟାଫ୍

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ…