ତାଜା ଖବର ରାଜ୍ୟ Heavy Rain in Odisha: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ September 11, 2026 Papirani ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୩ଟି ଜିଲ୍ଲା ପାଇଁ…
ତାଜା ଖବର ରାଜ୍ୟ HC Dismisses Plea Against 2 Deputy CM Appointments: ୨ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ମାମଲାକୁ ଖାରଜ କଲେ ହାଇକୋର୍ଟ September 10, 2026 Papirani ଓଡ଼ିଶାରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାସହ ଏପରି ଅଯୌକ୍ତିକ ମକଦ୍ଦମା ନକରିବାକୁ ଆବେଦନକାରୀଙ୍କୁ କୋର୍ଟ କଡ଼ା ତାଗିଦ କରିଛନ୍ତି। ସୂଚନା ମୁତାବକ, ରାଜ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ…
ତାଜା ଖବର ବ୍ୟବସାୟ ରାଜ୍ୟ Odisha UAE Investment Outreach: ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିଳ୍ପପତିଙ୍କ ସହ ଆଲୋଚନା: ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ September 10, 2026 Papirani ଓଡ଼ିଶାରେ ବୈଦେଶିକ ନିବେଶକୁ ଉତ୍ସାହିତ କରିବା ଏବଂ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତ ଅବସରରେ ଦୁବାଇଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରମୁଖ ଶିଳ୍ପପ୍ରତିନିଧିଙ୍କ…
ତାଜା ଖବର ରାଜନୀତି ରାଜ୍ୟ Biju Patnaik’s Statue Vandalised at Siali Beach: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା: ଦୃଢ଼ ନିନ୍ଦା କଲା ବିଜେଡି September 10, 2026 Papirani ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ସିଆଳି ବେଳାଭୂମିରେ ସ୍ଥାପିତ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଥିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏହି ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେଡି…
ତାଜା ଖବର ରାଜ୍ୟ Orangutan Rescued in Odisha: ଓରାଙ୍ଗଉଟାନ ଉଦ୍ଧାର ପ୍ରସଙ୍ଗ: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ September 10, 2026 Papirani ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ବନ୍ୟପ୍ରାଣୀ ଚାଲାଣ ଘଟଣାର ପୂଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ…
ତାଜା ଖବର ରାଜ୍ୟ Land Records Digitized in Odisha: ଜମି ଜାଲିଆତିରେ ଲାଗିବ ସମ୍ପୂର୍ଣ୍ଣ ବ୍ରେକ୍: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, September 10, 2026 Papirani ରାଜ୍ୟରେ ବୃଦ୍ଧି ପାଉଥିବା ଜମି ଜାଲିଆତି ଏବଂ ବେଆଇନ ଜମି କାରବାର ଉପରେ ଏବେ କଡ଼ା ଲଗାମ୍ ଲଗାଇବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ଆଉ ଜମି ହଡ଼ପ କିମ୍ବା ପୁରୁଣା କାଗଜପତ୍ର ବଦଳାଇ ସାଧାରଣ ଲୋକଙ୍କୁ ଠକିବା ସହଜ ହେବନାହିଁ।…
ତାଜା ଖବର ଦେଶ ରାଜ୍ୟ Bhubaneswar-Bangkok Flight Services to Resume from October 2 September 10, 2026 Nirvay Air services between Bhubaneswar and Bangkok will resume from October 2, according to Bhubaneswar Airport Director Prasanna Pradhan. The direct flight service from Biju Patnaik International Airport to Bangkok will…
ତାଜା ଖବର ବ୍ୟବସାୟ ରାଜ୍ୟ Make in Odisha Goes Global: ୟୁଏଇରେ ଓଡ଼ିଶାର ନିବେଶ ଅନ୍ବେଷଣ ନେଇ ଉଚ୍ଚସ୍ତରୀୟ ବୈଠକ September 10, 2026 Papirani ଓଡ଼ିଶାରେ ଶିଳ୍ପର ବିକାଶ ଓ ବୈଦେଶିକ ନିବେଶକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁବାଇ ଗସ୍ତ ସଫଳତାର ସହ ଆଗେଇ ଚାଲିଛି। ଏହି ଗସ୍ତ କାଳରେ ରାଜ୍ୟରେ ନିବେଶ ଅନ୍ୱେଷଣ ଏବଂ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟବସାୟିକ…
ତାଜା ଖବର ରାଜ୍ୟ Orangutan Smuggling Case: ଓରାଙ୍ଗଉଟାନ ତସ୍କରୀ ଲିଙ୍କ: ବାଲେଶ୍ୱର ଦୀଘାରେ STF ର ଛାନ୍ଭିନ୍ September 10, 2026 Papirani ଓରାଙ୍ଗଉଟାନ୍ ତସ୍କରୀ ଘଟଣାରେ ସ୍ପେସାଲ ଟାସ୍କ ଫୋର୍ସ (STF)ର ତଦନ୍ତ ଜୋରଦାର ହୋଇଛି। ବାଲେଶ୍ୱର ଏବଂ ଦୀଘା ସୀମାନ୍ତ ଅଞ୍ଚଳରେ STFର ୨ଟି ଟିମ୍ ଛାନଭିନ୍ ଓ ଖୋଳତାଡ଼ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୀଘା ରାସ୍ତା ଦେଇ ଓରାଙ୍ଗଉଟାନକୁ…
ତାଜା ଖବର ରାଜ୍ୟ Low-Pressure Area Forms Over BoB; Heavy Rainfall Alert Across Odisha, Mayurbhanj Under Red Alert September 10, 2026 Nirvay A low-pressure area has formed over the North Bay of Bengal and adjoining areas, triggering the possibility of heavy to very heavy rainfall across Odisha. Schools in Mayurbhanj district will…