Tag: Odisha

ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ

କୋରାପୁଟରେ ଆଜି ମାରାଥନ୍ ପ୍ରଚାର ସମୟରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ମିଛ…

ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ ।

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି । ଅସନ…

ଭୁବନେଶ୍ୱର ଉପକଣ୍ଠରେ ମେ ୬ ରେ ଖୋଲିବ ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ

ରାଜ୍ୟବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ। ଆଉ ଦୁଇଦିନ ପରେ ଅର୍ଥାତ୍ ମଇ ୬ ତାରିଖରେ ଭୁବନେଶ୍ୱର ଉପକଣ୍ଠରେ ଖୋଲିବାକୁ ଯାଉଛି ମନୋରଞ୍ଜନ ପାର୍କ। ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଏଠାରେ ବ୍ୟବସ୍ଥା ରହିଛି। ଏହି ପାର୍କରେ…

ଟିକେଟ୍ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଥିବା ସୂଚନା ରହିଛି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି । ଦଳ ଫଣ୍ଡିଂ ନ ଦେବାରୁ…

ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ନବୀନ

ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋରାପୁଟ ଗସ୍ତ ସହ ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ମଧ୍ୟ ପ୍ରଚାର କରିବେ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା…

ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ । କିଛିଦିନ ତଳେ ବିଜେପିରୁ ଘଷିପୁରା ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ…

ବୈଜୟନ୍ତଙ୍କ ଆଖିରେ ଅସ୍ତ୍ରୋପଚାର

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କ ଆଖିରେ ଅସ୍ତ୍ରୋପଚାର ହୋଇଛି। ଏହି କାରଣରୁ ସେ କିଛି ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ବୋଲି ସୂଚନା ମିଳିଛି। ତାଙ୍କ ଆଖିରୋଗ ଅତ୍ୟନ୍ତ ଜଟିଳ…

ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କଲେ ରାହୁଲ ଗାନ୍ଧୀ

ନାମାଙ୍କନ ଦାଖଲ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ବାତିଲ କରିଥିବା ବେଳେ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କରିଛନ୍ତି। ଏହି ସଭାରେ କର୍ମୀଙ୍କ ଉତ୍ସାହ ବଢେଇବା ସହ ଗରିବଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବାକୁ ପ୍ରତିଶ୍ରୁତି…

ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଗତକାଲି ବିଜେଡ଼ ରୁ ଇସ୍ତପା ଦେବାପରେ ଆଜି ଗଣମାଧ୍ୟମ ଆଗରେ ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ | ସେ କହିଛନ୍ତି ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଉଛି ଏବଂ ବିଜେଡି ଯାହାକୁ…