Tag: Odisha Power Contractual Workers

Power Contractual Workers Slam Deputy CM’s Remarks: ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଦାବିକୁ ‘ଅଯୌକ୍ତିକ ଓ ବେଆଇନ’ କହିବା ପ୍ରସଙ୍ଗ: ଉପମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ସହ ଆନ୍ଦୋଳନ ଜାରି ରଖିଲା ମିଳିତ ମଞ୍ଚ

ବହୁ ଦିନ ଧରି ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ବକ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଠିକା କର୍ମଚାରୀଙ୍କ…