Tag: Naveen Pattnaik

Naveen Forfeits Hiked Salary: ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ ନବୀନ ପଟ୍ଟନାୟକ

ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଚିଠି ଲେଖି ଘୋଷଣା କଲେ ନବୀନ । ଗରିବ ଲୋକଙ୍କ ବିକାଶ…

Rajgangpur Burn Victim Succumbs: ନିଆଁରେ ଜଳି ହୋଇ ରାଜଗାଙ୍ଗପୁର ପୀଡ଼ିତାଙ୍କ ମୃତ୍ୟ ଘଟଣା: ଗଭୀର ଦୁଃଖ ପ୍ରକାଶ କଲେ ନବୀନ

ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ପରି ପରିସ୍ଥିତିରେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି…

Nuapada Bypoll: ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି ଉପରେ ଅନୈତିକ କାର୍ଯ୍ୟର ଅଭିଯୋଗ ଆଣିଲେ ନବୀନ ପଟ୍ଟନାୟକ

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରକୃତ ଗଣତନ୍ତ୍ରର ପ୍ରମୁଖ ପରିଚୟ ରହିଛି।…

Nuapada Bypoll: ବିଜେପି ସରକାରରେ କେବଳ ମିଳିଛି ପ୍ରତାରଣା ଓ ମିଛ ପ୍ରତିଶ୍ରୁତି: ନବୀନ ପଟ୍ଟନାୟକ

ନୂଆପଡ଼ା ଉପନିର୍ବାଚନକୁ ଆଉ ୩ ଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ଏବେ ଜୋରଦାର ପ୍ରଚାରରେ ଲାଗିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ଆଜି ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର…

Nuapada Bye Election: ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର

ନୂଆପଡ଼ା ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି । ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର । ନିର୍ବାଚନ କମିଶନରଙ୍କ ଟିମ୍‌ ପକ୍ଷରୁ ନବୀନଙ୍କ ହେଲିକପ୍ଟର ଯାଞ୍ଚ…

Nuapada Bypoll: ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବେ ନବୀନ ପଟ୍ଟନାୟକ

ନୂଆପଡ଼ା ଦଖଲ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହାରି ମଧ୍ୟରେ ନିଜ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ଭୋଟ ଭିକ୍ଷା କରିବା ଲାଗି ପୁଣି ଆସନ୍ତା କାଲି ନୂଆପଡ଼ା ଯିବେ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ…

Kalpana Dholakia: ବିଜେଡିର ଅଣଦେଖା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁର ଅନ୍ୟତମ କାରଣ: କଳ୍ପନା ଢୋଲକିଆ

ନୂଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ଉତ୍ତେଜନା ବୃଦ୍ଧି ପାଇଛି । ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନାଙ୍କର ମର୍ମଭରା ଅଭିବ୍ୟକ୍ତି। ତାଙ୍କ ସ୍ୱାମୀଙ୍କ ଶେଷ ଦିନରେ ଦଳ ତାଙ୍କ ସ୍ୱାମୀଙ୍କୁ ଅବହେଳା କରିଥିବା ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ସେବା…

Nuapada Bypoll: ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡ଼ାବାସୀ: ପ୍ରଭାତୀ ପରିଡ଼ା

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନବୀନଙ୍କ ପ୍ରାର୍ଥୀ ଚୋରି ଅଭିଯୋଗର କାଉଣ୍ଟର୍ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍‌ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱାସଘାତକତା କ’ଣ ଏବେ ବୋଧେ…

Nuapada Bye-Election: ନୂଆପଡା କୋମନାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କଲେ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି । କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ…

Nuapada Bypoll: ନୂଆପଡା କୋମନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆପଡା କୋମନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ବିଜେଡି ମୁଖିଆ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ପଟ୍ଟନାୟକ…