ତାଜା ଖବର ରାଜ୍ୟ Woman kills Husband: ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀଙ୍କୁ ହତ୍ୟା; ସ୍ତ୍ରୀ ଓ ସହଯୋଗୀ ଗିରଫ June 26, 2026 Papirani ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ। ପୁରୁଷ ବନ୍ଧୁଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ସ୍ତ୍ରୀ ଗୀତା ମିର୍ଦ୍ଧା (୪୦)…
ତାଜା ଖବର ରାଜ୍ୟ BJP Booth President Brutally Murdered: କେନ୍ଦ୍ରାପଡ଼ାରେ ବିଜେପି ବୁଥ୍ ସଭାପତି ତପନ ଦାସଙ୍କୁ ନିର୍ମମ ହତ୍ୟା June 24, 2026 Papirani କେନ୍ଦ୍ରାପଡ଼ା ରାମନଗର ବିଜେପି କର୍ମୀ ତଥା ବୁଥ ସଭାପତି ତପନ ଦାସଙ୍କୁ ପିଟିପିଟି ହତ୍ୟା। କଥା କଟାକଟିକୁ ନେଇ ଇଟା ଓ କାଠ ଫାଳିଆ ମାଡ଼ରେ ତପନ ଦାସଙ୍କ ମୃତ୍ୟୁ ହୋଇଛି। ହତ୍ୟା ପରେ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ…
ତାଜା ଖବର ଦେଶ Man beaten to Death in Bhubaneswar: ବାଲିଅନ୍ତା ପରେ ବାଲିପାଟଣାରେ ସମାନ ଘଟଣା, ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ May 8, 2026 Nirvay ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ରେ ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ବାଲିପାଟଣା ଥାନା ଅଞ୍ଚଳରେ ସମାନ ଘଟଣା ଘଟିଛି। ସାଙ୍ଗ ହାତରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…
ତାଜା ଖବର ରାଜ୍ୟ YouTuber Stabbed To Death: ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା March 1, 2026 Papirani ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା। ଶନିବାର ରାତିରେ ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜିଜିପି କଲୋନି ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ରସୁଲଗଡ଼ର ଏକ ସ୍କୁଲ ଖେଳ…
ତାଜା ଖବର ରାଜ୍ୟ Murder Accused Teacher Arrest: ସ୍କୁଲରେ ପଢ଼ାଉଥିବା ବେଳେ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ; ହତ୍ୟା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ ଥିଲେ ଶିକ୍ଷକ January 9, 2026 Papirani ସ୍କୁଲରେ ପଢ଼ାଉଥିବା ବେଳେ ଗିରଫ କଲା ପୋଲିସ । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲା ତିଗିରିଆ ପୋଲିସ । ୨୦୨୩ କଟରା ଗ୍ୟାଙ୍ଗ ମୁଖ୍ୟ ବିଶ୍ବନାଥ ହତ୍ୟା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ ଥିଲେ ଶିକ୍ଷକ । ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟରେ…
ରାଜ୍ୟ KISS Student Death Case: କିସ୍ ଛାତ୍ରଙ୍କ ହତ୍ୟା ଘଟଣାରେ ଅତିରିକ୍ତ CEO ଙ୍କ ସମେତ ୮ ଗିରଫ December 17, 2025 Nirvay କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚିପି ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ପ୍ରେସମିଟ୍ରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ…
ରାଜ୍ୟ Pitabash Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୋଲିସ November 5, 2025 Nirvay ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ରିମାଣ୍ଡରେ ନେଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତକାଲି ରାତିରେ କୁରୁପତି ଭୂୟାଁ ଓ ଉମା ବିଷୋୟୀକୁ ପୋଲିସ…
ତାଜା ଖବର ରାଜ୍ୟ କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ୍; ମାଟିତଳୁ ବାହାରିଲା ମୃତଦେହ September 17, 2025 Papirani କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ମାଟିତଳୁ ବାହାରିଲା ମୃତଦେହ । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁରେ ମୃତଦେହ ପୋତାଯାଇଥିବା ସ୍ଥାନରେ କରାଯାଉଛି ସିନ୍ ରିକ୍ରିଏସନ୍ । ପ୍ରବଳ ବର୍ଷା ଭିତରେ ସିନ୍ ରିକ୍ରିଏସନ କରୁଛି ପୋଲିସ। ଅଖା…
ବ୍ୟବସାୟ ୨ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୃତ୍ତ April 27, 2025 Papirani ଗଂଜାମ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରୁ ଠାବ ହୋଇଛି ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ୨ ଭାଇ ହେଉଛନ୍ତି ସୁମୁଣ୍ଡଳ ଗାଁର ସଞ୍ଜୟ…
ତାଜା ଖବର ରାଜ୍ୟ ପ୍ରେମିକା ସହ ପରିବାରର ୬ଜଣଙ୍କୁ ବୀଭତ୍ସ ହତ୍ୟା କଲା ଯୁବକ February 25, 2025 Papirani କେରଳ ଥିରୁବନନ୍ତପୁରମ୍ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ହାତୁଡ଼ିରେ ପିଟି ଚାପଡରେ ହାଣି ମାରିଲା ୨୩ ବର୍ଷୀୟ ଯୁବକ ।ନିଜ ମା’, ଜେଜେ ମା’, ନାବାଳକ ଭାଇ, ଦାଦା, ଉଭଣୀ ସହ ପ୍ରେମିକାକୁ…