ତାଜା ଖବର ମନୋରଞ୍ଜନ ରାଜ୍ୟ Marriage Fraud Allegation in BBSR: ଲଭ୍ ସେକ୍ସ ଧୋକା ଅଭିଯୋଗ: ଅଭିନେତା ତଥା ପ୍ରଯୋଜକ ରାକେଶ ପାଢ଼ୀ ଅଟକ November 25, 2026 Papirani ପ୍ରେମ ଓ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅଭିନେତା ତଥା ପ୍ରଯୋଜକ ରାକେଶ କୁମାର ପାଢ଼ୀଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି କରିଛି। ବିଭିନ୍ନ ପର୍ଯ୍ୟାୟରେ ସେ ପୀଡ଼ିତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ…