Tag: Maoist

ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୨ ମହିଳା ମାଓବାଦୀ ନିହତ

ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହ ସେଠାରେ ରାଇଫଲ୍, ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି ।…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍‌ ମାଓବାଦୀ ନିହତ 

ପୋଲିସ ବଡ଼ ସଫଳତା। ପୋଲିସ ମାଓବାଦୀ ଗୁଳିବିନିମୟରେ ୩ ଟପ କ୍ୟାଡ଼ର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟର ରେ ସେଣ୍ଟ୍ରାଲ କମ୍ମିଟି ମେମ୍ବର ସମେତ…

ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି । ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।ମାଓବାଦୀ କେସା…

ଡ୍ରୋନ୍ ସହାୟତାରେ ଚାଲିଛି ମାଓ ସର୍ଚ୍ଚ ଅପରେସନ

ପଶ୍ଚିମ ଓଡିଶା ମୁହାଁ ହେଉଛନ୍ତି ମାଓବାଦୀ । ସମ୍ବଲପୁର ଓ ସୋନପୁର ସୀମାରେ ମାଓବାଦୀ ଘୂରି ବୁଲୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବାପରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଘନ ଘନ ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀମାନେ ସମ୍ବଲପୁରର…

ଆତ୍ମସମର୍ପଣ କଲେ ୨୨ ମାଓବାଦୀ

୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ବେଳେ ଆଜି ୨୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସୁକମାରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୯…

ଛତିଶଗଡ଼ରେ ଏନ୍‌କାଉଣ୍ଟର: ଜଣେ ମହିଳା ନକ୍ସଲ ମୃତ ଦେହ ଉଦ୍ଧାର; ମୁଣ୍ଡ ପାଇଁ ଥିଲା ୨୫ ଲକ୍ଷ ଟଙ୍କା

ଛତିଶଗଡ଼ ଦନ୍ତେୱାଡାରେ ବଡ଼ ଧରଣର ଏନ୍‌କାଉଣ୍ଟର । ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ ଦେହ ଉଭୟ କରାଯାଇଥିବା ବେଳେ ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।…

ବେଧଡ଼କ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ

କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନ ଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତି ନୂଆ ଚାଲ୍। ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର। ଅସ୍ତ୍ରଶସ୍ତ୍ର ଛାଡ଼ି ଏବେ ବେଧଡ଼କ ଛାପୁଛନ୍ତି ଜାଲ୍ ନୋଟ୍। ନିରୀହ ଆଦିବାସୀଙ୍କୁ ମୋହରା…

ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ

ବରଗଡ: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବରଗଡ ଜିଲ୍ଲା ପାଇକମାଳ ଥାନା ଅର୍ନ୍ତଗତ ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାସନ ବେଳେ ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା…

ସିଏଏଫ୍ ଯବାନଙ୍କ ଗଳା କାଟିଲେ ମାଓବାଦୀ

ମାଲକାନଗିରି: ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଳା​ରେ ମାଓବାଦୀମାନେ ଜଣେ ଯବାନଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯବାନ ଜଣଙ୍କ ସାପ୍ତାହିକ ହାଟକୁ ଯାଇଥିବାବେଳେ ତାଙ୍କୁ ଟେକି ନେଇ ହତ୍ୟା କରାଯାଇଛି। ମୃତକ ସିଏଏଫ୍…