କନ୍ଧମାଳରେ ମାଓ ଡମ୍ପ୍ ଠାବ । କନ୍ଧମାଳ ଜିଲ୍ଲାର ଘନ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ମାଓବାଦୀଙ୍କ ଏକ ବିରାଟ ଅସ୍ତ୍ରଭଣ୍ଡାର ଠାବ କରିଛି ସୁରକ୍ଷା ବାହିନୀ। ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ ହୋଇଛି। Post navigation Summer Vacation: ଅନୁଗୁଳରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି TextBook Error Issue: ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା; ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ନବୀନ ପଟ୍ଟନାୟକ