Schools Shut in 4 Odisha Districts Today Due To Flood Situation

ଅନୁଗୁଳ ଜିଲ୍ଲାରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସ୍କୁଲଗୁଡିକ ପାଇଁ ଗ୍ରୀଷ୍ମ ଛୁଟି ବୃଦ୍ଧି କରିଛି। ଅନୁଗୁଳର ସରକାରୀ ଏବଂ ବେସରକାରୀ ସ୍କୁଲଗୁଡିକ ପୂର୍ବରୁ ନିର୍ଦ୍ଧାରିତ ୧୮ ଜୁନ୍ ପରିବର୍ତ୍ତେ ୨୨ ଜୁନ୍ ରେ ଖୋଲିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ଅଞ୍ଚଳରେ ଚାଲିଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଆକଳନ କରି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *