Tag: Maoist

Maoist Arms Dump Unearthed in Kandhamal: କନ୍ଧମାଳରେ ମାଓ ଡମ୍ପ୍‌ ଠାବ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ 

କନ୍ଧମାଳରେ ମାଓ ଡମ୍ପ୍‌ ଠାବ । କନ୍ଧମାଳ ଜିଲ୍ଲାର ଘନ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ମାଓବାଦୀଙ୍କ ଏକ ବିରାଟ ଅସ୍ତ୍ରଭଣ୍ଡାର ଠାବ କରିଛି ସୁରକ୍ଷା ବାହିନୀ। ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ ହୋଇଛି।

Top Maoist Leader Surrender: ରାୟଗଡ଼ାରେ ୧୪ ଜଣଙ୍କ ସହିତ ପ୍ରମୁଖ ମାଓ ନେତା ନିଖିଲ ଆତ୍ମସମର୍ପଣ

ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ । ପୋଲିସ ଉପସ୍ଥିତିରେ ପତ୍ନୀ ଇନ୍ଦୁ ସହ ନିଖିଲ ଏବଂ ଅନ୍ୟ ୧୩ ଜଣଙ୍କ ଆତ୍ମସମର୍ପଣ । ନିଖିଲଙ୍କ ଉପରେ ଥିଲା ୧ କୋଟି ୩୦ ଲକ୍ଷର ପୁରସ୍କାର ରାଶି…

Odisha boosts Maoist surrender policy: ବଢ଼ିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି

ବଢ଼ିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି । ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ରାଜ୍ୟରେ ମାଓ ଉଗ୍ରବାଦକୁ ଦୂର କରିବା ପାଇଁ, ଓଡ଼ିଶା ସରକାର…

Maoist: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍‌ ମାଓବାଦୀ । କାଙ୍କେର ଜିଲ୍ଲାରେ ୨୧ କ୍ୟାଡର୍‌ ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ସେମାନେ ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ସେମାନେ ପ୍ରଶାସନକୁ ୧୮ଟି ଅସ୍ତ୍ରଶସ୍ତ୍ର…

maoist: ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ: ପୁରସ୍କାର ପୋଷ୍ଟର ଜାରି କଲା ପୋଲିସ୍

ମାଓବାଦୀଙ୍କୁ ଧରି କୋଟିପତି ହେବାକୁ ପୋଷ୍ଟର ଜାରି କଲା ବୌଦ୍ଧ ପୋଲିସ । ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ରହିଛି । ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ…

ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା; ମାଓବାଦୀମାନେ ଲୁଚାଇ ରଖିଥିବା ସୂଚନା

ପୋଲିସକୁ ମିଳିଲା ବଡ଼ ସଫଳତା । ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା । ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ଜଣାପଡିଛି । ବିସ୍ଫୋରକ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା

ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ୨ ଜଣଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ହତ୍ୟା କଲେ ମାଓବାଦୀ। ଦୁଇ ମୃତକ ଛୁଟବାଇ ଗାଁର ଯୋଗା କୱାସୀ ଓ…

ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ନିପାତ; ଧରିବା ପାଇଁ ଘୋଷଣା ଥିଲା ୮ ଲକ୍ଷ ପୁରସ୍କାର

ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ । ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ସୋଡ଼ି କନ୍ନା।ପିଏଲ୍‌ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର…

ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୨ ମହିଳା ମାଓବାଦୀ ନିହତ

ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହ ସେଠାରେ ରାଇଫଲ୍, ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି ।…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍‌ ମାଓବାଦୀ ନିହତ 

ପୋଲିସ ବଡ଼ ସଫଳତା। ପୋଲିସ ମାଓବାଦୀ ଗୁଳିବିନିମୟରେ ୩ ଟପ କ୍ୟାଡ଼ର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟର ରେ ସେଣ୍ଟ୍ରାଲ କମ୍ମିଟି ମେମ୍ବର ସମେତ…