ତାଜା ଖବର ରାଜନୀତି ରାଜ୍ୟ Kotia Border Dispute: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ: ରାଜ୍ୟର ଅସ୍ମିତା ରକ୍ଷା ପାଇଁ ଦୃଢ଼ ଭାବେ ଠିଆ ହେବାକୁ ଭକ୍ତ ଦାସଙ୍କ ଆହ୍ୱାନ November 3, 2026 Papirani କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଚେକ୍ପୋଷ୍ଟଠାରେ ଆଜି ଓଡ଼ିଶା ପୁଲିସ ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ମଧ୍ୟରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ଓ ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଗଭୀର…
ତାଜା ଖବର ରାଜ୍ୟ Kotia Border Dispute: କୋଟିଆରେ ପୁଣି ମୁହାଁମୁହିଁ ହେଲେ ଓଡ଼ିଶା ଓ ଆନ୍ଧ୍ର ପୁଲିସ November 3, 2026 Papirani ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆରେ ପୁଣିଥରେ ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୋଲିସ ଜୋରଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ଏହାକୁ ଅଟକାଯିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ନେରେଡିବାଲସା ଚେକ୍ଗେଟ୍ରେ…
ତାଜା ଖବର ରାଜନୀତି ରାଜ୍ୟ Kotia Border Dispute: କୋଟିଆ ପାଇଁ ସ୍ୱତନ୍ତ୍ର ବିକାଶ ବୋର୍ଡ ଏବଂ ପ୍ୟାକେଜ ଘୋଷଣା କରିବାକୁ ଦାବି କଲା କଂଗ୍ରେସ October 29, 2026 Papirani କୋଟିଆକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ସରକାରୀ ସୁବିଧା-ସୁଯୋଗ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ…
ତାଜା ଖବର ରାଜ୍ୟ Kotia Polls Rescheduled: କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ October 28, 2026 Papirani କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ। ପୂର୍ବରୁ ନଭେମ୍ବର ୩ ତାରିଖରେ ହେବାକୁଥିବା ଏହି ମତଦାନକୁ ଏବେ ନଭେମ୍ବର ୫ କୁ ଘୁଞ୍ଚାଇ ଦିଆଯାଇଛି। ଏହା ସହ ଭୋଟ୍ ଗଣତି ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ହେବ ବୋଲି…
ତାଜା ଖବର ରାଜନୀତି ରାଜ୍ୟ Kotia Border Dispute: କୋଟିଆ ସୀମା ବିବାଦ ପ୍ରସଙ୍ଗ: ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 27, 2026 Papirani କୋଟିଆ ସୀମା ବିବାଦକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ଜାରି ରହିଥିବାବେଳେ ଏ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ଅକ୍ଟୋବର ୧୯ରେ ନବୀନ ପଟ୍ଟନାୟକ ଲେଖିଥିବା ପତ୍ରର…
ତାଜା ଖବର ରାଜ୍ୟ Kotia Dispute: କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଶା ସରକାର October 24, 2026 Papirani କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟାନୁଷ୍ଠାନ ଏବଂ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଅବମାନନା ଅଭିଯୋଗରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।…
ତାଜା ଖବର ରାଜନୀତି ରାଜ୍ୟ Kotia Belongs to Odisha: କୋଟିଆ ଓଡ଼ିଶାର; ଇଞ୍ଚଟିଏ ଜମି ବି କାହାକୁ ଦିଆଯିବ ନାହିଁ: ବିରଞ୍ଚି ନାରାୟଣ ତ୍ରିପାଠୀ October 23, 2026 Papirani କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏହାର ଅସ୍ମିତା ଓ ଅଖଣ୍ଡତାର ପ୍ରତୀକ। ଓଡ଼ିଶାର ଇଞ୍ଚଟିଏ ଜମି ମଧ୍ୟ କାହାକୁ ଦିଆଯିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟି ସରକାର ଦୃଢ଼ ସଂକଳ୍ପ ନେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ…
ତାଜା ଖବର ରାଜ୍ୟ Kotia Dispute: କୋଟିଆ ବିବାଦ: କାଲି ବସିବ ସର୍ବଦଳୀୟ ବୈଠକ October 23, 2026 Papirani ସୀମାନ୍ତ କୋଟିଆ ଅଞ୍ଚଳକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ ଏବଂ ସୀମାନ୍ତ ଗାଁଗୁଡ଼ିକରେ କାୟାବିସ୍ତାର ଉଦ୍ୟମକୁ ରୋକିବା ପାଇଁ ରାଜ୍ୟ…
ତାଜା ଖବର ରାଜ୍ୟ Kotia Border Row: ଆସନ୍ତାକାଲି କୋଟିଆ ଗସ୍ତ କରିବ ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧିଦଳ October 22, 2026 Papirani ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ ଓ ନିର୍ବାଚନ ମାହୋଲ ସୃଷ୍ଟି ପ୍ରତିବାଦରେ ବିଜୁ ଜନତା ଦଳ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୫ ଜଣିଆ ଉଚ୍ଚସ୍ତରୀୟ…
ତାଜା ଖବର ରାଜ୍ୟ Kotia Border Dispute: କୋଟିଆ ବିବାଦର ସମାଧାନ ପାଇଁ ରାଜନୈତିକ ଏକତା ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ October 21, 2026 Papirani ଓଡ଼ିଶାର ଅସ୍ମିତା ଏବଂ ସାର୍ବଭୌମତ୍ୱର ପ୍ରତୀକ କୋଟିଆକୁ ନେଇ ଦୀର୍ଘ ଦିନରୁ ଚାଲିଆସୁଥିବା ସୀମା ବିବାଦ ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ଏହାର ଏକ ମିଳିତ ସମାଧାନ…