ତାଜା ଖବର ରାଜ୍ୟ Hidden Camera in Women’s Washroom: ମହିଳା ୱାସ୍ ରୁମ୍ରୁ ହିଡେନ କ୍ୟାମେରା ଘଟଣା; କିରାଣି ସସ୍ପେଣ୍ଡ୍ May 30, 2026 Nirvay ଜଗତସିଂହପୁର DRDA କାର୍ଯ୍ୟାଳୟର ମହିଳା ୱାସ୍ ରୁମ୍ରୁ ହିଡେନ କ୍ୟାମେରା ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲାପାଳ DRDA ର କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ସସ୍ପେଣ୍ଡ୍ କରିଛନ୍ତି । ସୂଚନା ଅନୁସାରେ, DRDA ଅଫିସର ମହିଳା ୱାସ୍ ରୁମ୍ରେ…