ତାଜା ଖବର ରାଜ୍ୟ Iskcon Ratha Jatra: ଇସ୍କନ ରଥଯାତ୍ରା ପାଇଁ ଜାରି ହେଲା ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା July 13, 2026 Papirani ଇସ୍କନ ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି । ଇସ୍କନରେ ହେବାକୁ ଥିବା ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ପାଇଁ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଜାରି ହୋଇଥିବା…