Tag: Indonesia’s Highest Civilian Honour

PM Modi Receives Indonesia’s Highest Civilian Honour: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଭାଓ୍ବ ସୁବିଆଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ ଗଣରାଜ୍ୟର ସର୍ବୋଚ୍ଚ ସମ୍ମାନ, “ଇଣ୍ଡୋନେସିଆ ଗଣରାଜ୍ୟର ବିତାଙ୍ଗ ଆଦିପୂର୍ଣ୍ଣ ପଦକ ସମ୍ମାନ” ପ୍ରଦାନ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ…