Tag: India vs South Africa

India Wins ODI Series: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ୨-୧ରେ ଦିନିକିଆ ସିରିଜ ଜିତିଲା ଭାରତ

ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ (IND Vs SA) ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଏହି ସିରିଜକୁ ୨-୧ ରେ ଜିତିନେଇଛି । ଗୋଟିଏ ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି…

India vs South Africa: ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍। ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ । ଶୁଭମନ ଗିଲଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ସିରିଜର ଅଧିନାୟକ ଦାୟିତ୍ଵ…

India vs South Africa: ଗୌହାଟୀ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟ ଭୋଗିଛି । କୋଲକାତାରେ ପ୍ରଥମ ଟେଷ୍ଟ ୩୦ ରନରେ ହାରିବା ପରେ ଗୌହାଟୀରେ ୪୦୮ ରନର ଐତିହାସିକ ପରାଜୟ ଭୋଗିଛି ଭାରତ । ବ୍ୟାଟିଂ…

India vs South Africa: ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ; ୨୦୧ ରନ୍‌ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ମ୍ୟାଚରେ ଭାରତର ସ୍ଥିତି ଦୟନୀୟ । ଗୌହାଟୀ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି । ୨୦୧ ରନ୍‌ରେ ଅଲଆଉଟ୍‌ ହୋଇଛନ୍ତି ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସରେ ୪୮୯ କରିଥିବା ଦ.…

Barabati Match Tickets: ଟି-୨୦ ମ୍ୟାଚ ପାଇଁ  ଡିସେମ୍ବର ୫ରେ ବାରବାଟୀରେ ହେବ ଟିକେଟ୍‌ ବିକ୍ରି

ଡିସେମ୍ବର ୫ରେ ବାରବାଟୀରେ ଟିକେଟ୍‌ ବିକ୍ରି । ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍‌ ବିକ୍ରି ହେବ । ଏ ନେଇ ସୂଚନା ଦେଉଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେବେ…

India vs South Africa: ଇଡେନ୍ ଗାର୍ଡନ୍ସରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ

ଇଡେନ୍ ଗାର୍ଡନ୍ସରେ ହାରିଗଲା ଟିମ୍ ଇଣ୍ଡିଆ । କୋଲକାତାରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ ୩୦ ରନରେ ପରାସ୍ତ କରିଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟର ଫଳାଫଳ ତିନି ଦିନ…

ICC Women’s World Cup Final: ମହିଳା ବିଶ୍ୱକପ୍ ଫାଇନାଲ: ଭାରତକୁ ଟକ୍କର ଦେବ ଦକ୍ଷିଣ ଆଫ୍ରିକା

ଆଜି ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବ ଟକ୍କର । ନାଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅପରାହ୍ଣ ୩ଟାରେ ଖେଳାଯିବ ମ୍ୟାଚ । ଭାରତ କିମ୍ବା ଦକ୍ଷିଣ…

ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଐତିହାସିକ ଟେଷ୍ଟ ବିଜୟ

କେପଟାଉନ: ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ ଜବରଦସ୍ତ ବୋଲିଂ। କେପଟାଉନରେ ଐତିହାସିକ ବିଜୟ ହାସଲ କଲା ଭାରତ। ଏଥିସହ ବିଜୟରୁ ଭାରତ ନୂଆ ବର୍ଷ ଆରମ୍ଭ କରିଛି। କୌଣସି ଏସୀୟ ଦେଶ ଦ୍ଵାରା କେପଟାଉନରେ ଏହା ପ୍ରଥମ…