Tag: Golap Chandra Dash

Baragada Dhanu Yatra: ବରଗଡ଼ ଧନୁଯାତ୍ରା ପାଇଁ କଂସ ଭୂମିକାରେ ମନୋନୀତ ହେଲେ ଗୋଲାପ ଚନ୍ଦ୍ର ଦାସ

ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ନେଇ ଦର୍ଶକ ଓ କଳାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିବା ବେଳେ କଂସ ମହାରାଜଙ୍କ ଭୂମିକା ପାଇଁ ନୂତନ କଳାକାରଙ୍କ ନାମ ସାମ୍ନାକୁ ଆସିଛି। ଚୟନ ପ୍ରକ୍ରିୟାରେ ୨୭ ଜଣ…